Advertisement

Anushka Sharma

alt
May 14,2024, 1:20 AM IST
alt
Ab De Villiers: ଆଜିକାଲି ବହୁତ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି । ନିଜ ବ୍ୟକ୍ତିଗତ ଓ ନିଜ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ବିରାଟ କୋହଲିଙ୍କ ପ୍ରାଇଭେସି ନେଇ କିଛି ଦିନ ତଳେ ମୁହଁ ଖୋଲିଥିଲେ ଦକ୍ଷିଣ ଆଫ୍ରିକା ଷ୍ଟାର କ୍ରିକେଟର ଏବି ଡିଭିଲିୟର୍ସ। ହେଲେ ଏବେ ପୁଣି ଥରେ ନିଜ ବୟାନରୁ ପଛକୁ ଫେରିଛନ୍ତି ଏବି ଡିଭିଲିୟର୍ସ । ସେ କହିଛନ୍ତି ଯେ, ଏହି କଥାକୁ ନେଇ ମୋ ଦ୍ୱାରା ବହୁତ ବଡ଼ ଭୁଲ ହୋଇଛି। ବିରାଟ କୋହଲି ବାପା ହେବା କଥା ମିଛ ବୋଲି ଏବେ ନିଜେ ପୁଣିଥରେ କହିଛନ୍ତି ଏବି ଡିଭିଲିୟର୍ସ । ପ୍ରାୟ ୫ ଦିନ ପୂର୍ବେ ଏବି ଡିଭିଲିୟର୍ସ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ପ୍ରକାଶ କରିଥିଲେ ଯେ ବିରାଟ କୋହଲି ଦ୍ୱିତୀୟ ଥର ବାପା ହେବାକୁ ଯାଉଛନ୍ତି, ଯେଉଁଥିପାଇଁ ସେ କ୍ରିକେଟରୁ ବିରତି ନେଇଛନ୍
Feb 11,2024, 13:26 PM IST
Read More

Trending news