Advertisement

Vk pandian

alt
ନିର୍ବାଚନ ପ୍ରଚାର ସରିବାର ଅନ୍ତିମ ଦିନରେ ପ୍ରଚାର କାର୍ଯ୍ୟକ୍ରମ ଶେଷ କରି ଗତକାଲି ରାତିରେ ଭି କାର୍ତ୍ତିକେୟ ପାଣ୍ଡିଆନ ହ୍ଯାଲିକେପ୍ଟରରେ ପୁରୀର ପହଞ୍ଚିଥିଲେ l ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ସେବାୟତ ସମାଜ ପକ୍ଷରୁ ସ୍ୱାଗତ କରାଯାଇଥିଲା l ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ।କରିଥିଲେ। ଦର୍ଶନ ସାରିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରଦକ୍ଷିଣ କରିଥିଲେ ପାଣ୍ଡିଆନ। ଶ୍ରୀମନ୍ଦିର ଦର୍ଶନ ସାରି ପୁରୀ ସଦର ହସପିଟାଲରେ ପହଞ୍ଚି ଗତକାଲି ବାଣ ବିସ୍ପୋରଣରେ ଆହତ ହୋଇଥିବା ଲୋକଙ୍କୁ ଭେଟି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। । ପରିବାରକୁ ଧର୍ଯ୍ୟ ଧରିବା ପାଇଁ ପରାମର୍ଶ ଦେଇଥିଲେ l ସେମାନଙ୍କର ଚିକିର୍ସା ଠିକ୍ ଚାଲିଛି କି ନାହିଁ ଡ୍ଯୁଟିରେ ଥିବା ଡାକ୍ତରଙ୍କୁ ପଚାରି ଥାଲେ।
May 31,2024, 14:26 PM IST
alt
Pinky Pradhan: ଓଡି଼ଶାର ପୁରୀ ଲୋକସଭା ଆସନରୁ ଭାଜପା ପ୍ରାର୍ଥୀ ସମ୍ମିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି କ୍ଷମା ମାଗିଛନ୍ତି। ସେ କହିଥିଲେ ଯେ, ମୁଁ ଅନୁତାପ କରିବାକୁ ଆଗାମୀ ୩ ଦିନ ଉପବାସ କରିବି। ସମ୍ବିତ ପାତ୍ର ରାତି ପ୍ରାୟ ୧ଟା ସମୟରେ ସୋସିଆଲ ମିଡିଆ ଏକ୍ସରେ କ୍ଷମା ମାଗିବାର ଭିଡିଓ ଶେୟାର କରି ଲେଖିଥିଲେ ଯେ, ମହାପ୍ରଭୂ ଶ୍ରୀ ଜଗନ୍ନାଥ ଜୀଙ୍କ ବିଷୟରେ ମୁଁ କରିଥିବା ଭୁଲ ବିଷୟରେ ଆଜି ମୋର ବିବେକ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରୁଛି। ମୁଁ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଜୀଙ୍କ ପାଦତଳେ ମୁଣ୍ଡ ନୁଆଁଇ କ୍ଷମା ପ୍ରାର୍ଥନା କରୁଛି। ମୋର ଭୁଲକୁ ସଂଶୋଧନ କରିବା ପାଇଁ ମୁଁ ଆଗାମୀ ୨ ଦିନ ଉପବାସ କରିବି। ତେବେ ଏହାକୁ ନେଇ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଏକ
May 24,2024, 19:39 PM IST
alt
ଆସନ୍ତା ୨୫ ତାରିଖରେ ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ୪ର୍ଥ ପର୍ଯ୍ୟାୟ ଜୁନ୍ ୧ତାରିଖକୁ ପାରାଦୀପ ରହିଛି। ଏହି ପରିପ୍ରେକ୍ଷିରେ ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମାରାଥନ ପ୍ରଚାର କରିଥିବା ବେଳେ ପାରାଦୀପ ବିଜୁ ମଇଦାନରେ ଆୟୋଜିତ ଜନସଭାରେ ବହୁ ସଂଖ୍ୟାରେ କର୍ମୀ ଏବଂ ଜନସାଧାରଣ ଯୋଗଦେଇଥିଲେ। ପାଣ୍ଡିଆନ ଲୋକଙ୍କୁ ଉଦ୍‌‌ବୋଧନ ଦେଇ ଚଳିତ ନିର୍ବାଚନରେ ବିଜେଡିକୁ ପୁଣି ଥରେ କ୍ଷମତାସୀନ କରିବା ପାଇଁ ଅନୁରୋଧ କରିଥିଲେ। ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଆଗାମୀ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଶପଥଗ୍ରହଣ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ସର୍ବପ୍ରଥମେ ବିଜୁଳି ବିଲ୍‌‌ ଛାଡ଼ ଘୋଷଣା ଉପରେ ଦସ୍ତଖତ
May 24,2024, 14:00 PM IST
Read More

Trending news