Advertisement

Ruchk Rajyog 2024

alt
Ruchk Rajyog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆସନ୍ତା ମାସରେ ମଙ୍ଗଳ ,ଶନି ଓ  ଶୁକ୍ର ଏକତ୍ର ହୋଇ ରୁଚକ୍ ରାଜଯୋଗ (Ruchak Rajyog 2024) ଗଠନ କରିବେ। ଜ୍ୟୋତିଷ ଅନୁଯାୟୀ, ଏହି ରାଜଯୋଗ ୧୨ ଟି ରାଶି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କୁହାଯାଏ ଯେ, ରାଜଯୋଗ କେତେକ ରାଶି ଉପରେ ନକାରାତ୍ମକ ପ୍ରଭାବ ପକାଉଥିବା ବେଳେ ଆଉ କେତେକ ରାଶି ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ। ଆସନ୍ତା ମାସ (ମେ ୩) ସକାଳ ୭ଟା ୪୫ ମିନିଟ୍ ସମୟରେ ମଙ୍ଗଳ ଓ ଶନିଦେବ ମୀନ ରାଶିକୁ ଚଳନ କରିବେ । ଯେଉଁ ରାଶିରେ ଶୁକ୍ର ପୂର୍ବରୁ ବିରାଜମାନ ଅଛନ୍ତି । ଗୋଟିଏ ରାଶିରେ ତିନି ରାଶିଙ୍କ ମିଳନ ରୁଚକ ରାଜଯୋଗ ସୃଷ୍ଟି କରୁଛି।  ଏହି ରାଜଯୋଗ ଦିର୍ଘ ୨୦୦ ବର୍ଷ ପରେ ପଡିଛି। ଯାହା କିଛି ରାଶି ପାଇଁ ଅତ୍ୟନ୍ତ ଦୁର୍ଲଭ ସଂଯୋଗ ଅଟେ। ଏହି ରୁଚକ ରାଜଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...
Apr 29,2024, 16:19 PM IST

Trending news