ପାଚେରୀ ଭୁଶୁଡ଼ି ୪ ମୃତ: ସିସିଟିଭିରେ କଏଦ ହେଲା ଛାତିଥରା ଦୃଶ୍ୟ, ଦେଖନ୍ତୁ
Advertisement
Article Detail0/zeeodisha/odisha2214537

ପାଚେରୀ ଭୁଶୁଡ଼ି ୪ ମୃତ: ସିସିଟିଭିରେ କଏଦ ହେଲା ଛାତିଥରା ଦୃଶ୍ୟ, ଦେଖନ୍ତୁ

Well Collapsed: ଦିଲ୍ଲୀ ଅର୍ଜୁନ ନଗରରେ ଅଭାବନୀୟ ଘଟଣା । ଅର୍ଜୁନ ନଗରରେ ଥିବା ଏକ ଶ୍ମଶାନ କଡ଼ ପାଚେରୀ କଡ଼ରେ ପାଖାପାଖି ୧୦ ଜଣ ଲୋକ ବସିଥିବା ବେଳେ ଘଟିଛି ଏକ ଛାତିଥରା ଦୁର୍ଘଟଣା । ପାଚେରୀ ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ଯରେ ୨ ନାବାଳିକା ଥିବା ଜଣାପଡ଼ିଛି । ଅନ୍ୟ ୨ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାରେ ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଶ୍ମଶାନ ଦାୟିତ୍ୱରେ ଥିବା କମିଟି ସଦସ୍ୟଙ୍କୁ ପଚରାଉଚୁରା କରାଯାଉଛି । ଏହାସହ ଶ୍ମଶାନ ପରିସରର ରକ୍ଷଣାବେକ୍ଷଣ ଅଭାବ ଆଧାରରେ କମିଟି ସଦସ୍ୟଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିଥିବା ଜଣାପଡିଛି । ତେବେ ଏହି ଘଟଣା ସମୟର ଦୃଶ୍ୟ ନିକଟରେ ଥିବା ସିସିଟିଭିରେ କଏଦ ହୋଇଛି । ଏହି ଭିଡ଼଼ିଓ ବର୍ତ୍ତମାନ ସୋସିଆଲ ମିଡ଼ଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Also Read- Road Accident: ଅଶୁଭ ରବିବାର! ବରଯାତ୍ରୀ ଭ୍ୟାନକୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୯ ମୃତ