Advertisement

PM Narendra Modi

alt
ଦିବ୍ଯ ମୁହୂର୍ତ୍ତରେ ମହାପ୍ରଭୁଙ୍କ ଦିବ୍ଯ ଦର୍ଶନ ଲାଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ଧାରିତ ସମୟ ସକାଳ ପ୍ରାୟ ୭ଟା ୧୪ ମିନିଟରେ କଡା ସୁରକ୍ଷା ବଳୟ ମଧ୍ୟରେ ତାଙ୍କ କାର୍କେଟ ଶ୍ରୀମନ୍ଦିର ନିକଟରେ ଲାଗିଥିଲା। ସେଠାରୁ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ଦଳିଅ ନେତା ଓ ମନ୍ତ୍ରୀ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ସହ ସ୍ୱାଗତ କରିଥିଲେ। ପ୍ରଥମେ ଅରୁଣସ୍ତମ୍ବ ନିକଟରେ ମୁଣ୍ଡିଆ ମାରିବା ପରେ ଶ୍ରୀମନ୍ଦିରକୁ ସିଂହଦ୍ଵାର ବାଇଶିପାହାଚ ଦେଇ ପାଛୋଟି ନେଇଥିଲେ। ସେତେବେଳେ ମହାପ୍ରଭୁଙ୍କର ମଙ୍ଗଳାଳତୀ ସରିଥାଏ। ବଡସିଂହାର ବେଶରେ ସଜେଇ ହୋଇ ରତ୍ନବେଦୀରେ ବିରାଜମାନ କରିଥାନ୍ତି ମହାବାହୁ। ପ୍ରଥମେ ଗର୍ଭଗୃହରେ ରତ୍ନବେଦୀରେ ବିରାଜିତ ତିନି ଠାକୁରଙ୍କ ନିକଟରେ ଦକ୍ଷିଣା ଦେଇ ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଥିଲେ
May 20,2024, 15:39 PM IST
alt
PM Narendra Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସନ୍ତାକାଲି ସକାଳେ ପୁରୀରେ ପହଞ୍ଚିବେ।‌ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ପୁରୀ ବଡ଼ଦାଣ୍ଡରେ ଏକ ବିଶାଳ ରୋଡ ସୋ କରିବେ। ବିଜେପିର ପ୍ରାର୍ଥୀଙ୍କୁ ଆଗାମୀ ନିର୍ବାଚନରେ ଜିତାଇବା ପାଇଁ ଭୋଟରଙ୍କୁ ରୋଡ ସୋ ମାଧ୍ୟମରେ ଅପିଲ୍ କରିବେ ପ୍ରଧାନମନ୍ତ୍ରୀ। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ସେପଟେ ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ ରେ ହଜାର ହଜାର ସଂଖ୍ୟାରେ ଯୋଗଦାନ କରିବା ପାଇଁ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଗଣମାଧ୍ୟମ ଜରିଆରେ ଲୋକମାନଙ୍କୁ ନିବେଦନ କରିଛନ୍ତି।
May 19,2024, 20:52 PM IST
alt
May 15,2024, 11:29 AM IST
alt
May 5,2024, 11:52 AM IST
Read More

Trending news