Advertisement

Abhaya Kumar Mohanty

alt
Abhaya Kumar Mohanty Died: ପରପାରିରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ କଟକରେ ତାଙ୍କର ଦେହାନ୍ତ ସୂଚନା ରହିଛି। ପୂରା ପରିବାରରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘବର୍ଷ ଧରି ଅଭୟ ମହାନ୍ତି ଅସୁସ୍ଥ ଥିଲେ। ଫଳରେ ଚିକିତ୍ସାଧିନ ଅବସ୍ଥାରେ ରହିଥିଲେ ଅଭୟ ମହାନ୍ତି । ଏପରିକି ନିକଟରେ ଏକ ହସ୍ସିଟାଲରେ ଅଭୟ ମହାନ୍ତିଙ୍କ ଅପରେସନ ମଧ୍ୟ ହୋଇଥିଲା। ଯାହାକୁ ନେଇ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏୁପରିକି ନିଜ ବାପାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଅଭୟ ମହାନ୍ତିଙ୍କ ପରଲୋକ ଘଟିଛି। କଟକ ନନ୍ଦିସାହି ସ୍ଥିତ ବାସଭବନରେ ଅଭୟ ମହାନ୍ତିଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି । ୭୪ ବର୍ଷ
Feb 15,2024, 17:39 PM IST
alt
Feb 15,2024, 16:26 PM IST

Trending news