BECIL Recruitment 2024
BECIL Recruitment 2024: BECILରେ ବାହାରିଲା ବମ୍ପର ନିଯୁକ୍ତି, ୩୦ ହଜାର ଉପରେ ଦରମା
BECIL Recruitment 2024: ଆଶାୟୀଙ୍କ ପାଇଁ ଖୁସି ଖବର। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ପାଇଁ ବଡ଼ ଖବର। ବ୍ରଡ଼କାଷ୍ଟ ଇଂଜିନିୟରିଂ କନସଲଟାଣ୍ଟ୍ ଇଣ୍ଡିଆ ଲିମିଟେଡ (Broadcast Engineering Consultants India Limited)ରେ ବାହାରିଲା ବମ୍ପର ନିଯୁକ୍ତି।
May 20,2024, 18:13 PM IST
Heatwave
Heatwave: ରାଜଧାନୀ ଦିଲ୍ଲୀରେ ପାରା ୪୮ ଡିଗ୍ରୀ, ଏତେ ତାପମାତ୍ରା ବଢିବାର ଜାଣନ୍ତୁ କାରଣ
Heatwave: ଦେଶରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଅନୁଯାୟୀ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଉତ୍ତର ଭାରତରେ ହିଟ୍ ଓ୍ବେଭ୍ ଜାରି ରହିବ। ଖରାର ତାଉ ବଢିବ। ପରିସ୍ଥିତି ଏପରି ଯେ, ରବିବାର ଦିନ ଦିଲ୍ଲୀର ନଜାଫଗଡର ତାପମାତ୍ରା ୪୭.୮ ଡିଗ୍ରୀ ଛୁଇଁଛି।
May 20,2024, 16:32 PM IST
top 10 news today
Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
ଚୁଟକୀରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର
May 20,2024, 16:22 PM IST
odisha election 2024
ଅନୁଗୁଳରେ ପ୍ରଧାନମନ୍ତ୍ରୀ: 'ହାତଗଣତି ଲୋକଙ୍କ କବଜାରେ ମୁଖ୍ୟମନ୍ତ୍ରୀ'
Odisha Election 2024: 'ବିଜେଡି ସରକାରରେ ଶ୍ରୀ ଜଗନ୍ନାଥ ମନ୍ଦିର ବି ସୁରକ୍ଷିତ ହୋଇ ନାହିଁ। ରତ୍ନଭଣ୍ତାର ଚାବିର ଠିକଣା ମିଳୁ ନାହିଁ। ମୁଁ ଆପଣଙ୍କୁ ପଚାରିବାକୁ ଚାହୁଁଛି, ପୂରା ଦେଶର ଆସ୍ଥା, ଶତାବ୍ଦୀ ଧରି ଯାହାଙ୍କ ପୂଜଚା ହେଉଛି, ତାଙ୍କ ଚାବି ହଜି ଯାଇଛି। ୬ ବର୍ଷ ହୋଇଗଲାଣି ରତ୍ନଭଣ୍ଡାରର ଚାବି ହଜିଛି। ଏହା ପଛରେ ଅନେକ ରହସ୍ୟ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଘେରାଉ କରି ଯେଉଁ ଲୋକମାନେ କବ୍ଜା କରିଛନ୍ତି ସେମାନେ ଦାୟୀ।'
May 20,2024, 11:29 AM IST
Odisha Election 2024: ଆଜି ନବୀନଙ୍କ ଦୁଇ ଆସନରେ ଭୋଟ୍
Odisha Election 2024: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନାମାଙ୍କନ ଦାଖଲ କରିଥିବା ଦୁଇଟି ଆସନରେ ଆଜି ଭୋଟିଂ ହେଉଛି। ଗୋଟିଏ ହେଉଛି ଆସ୍କା ଲୋକସଭା ମଣ୍ଡଳୀର ହିଞ୍ଜିଳି ବିଧାନସଭା ମଣ୍ଡଳୀ, ଯେଉଁଠାରୁ ସେ ପାରମ୍ପରିକ ଭାବେ ଗଲା ୫ ଥର ହେଲା ନିର୍ବାଚିତ ହୋଇ ଆସୁଛନ୍ତି।
May 20,2024, 10:41 AM IST
vipreet rajyog
Vipreet Rajyog: ୫ ରାଶି ଉପରେ ପଡ଼ିବ ବିପରୀତ ରାଜଯୋଗର ପ୍ରଭାବ! ସତର୍କ ରୁହନ୍ତୁ...
Vipreet Rajyog: ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତି ଗ୍ରହ ଭାଗ୍ୟର କାରଣ ବୋଲି କୁହାଯାଏ । ବିଶ୍ୱାସ କରାଯାଏ ଯେ ଯେତେବେଳେ ବୃହସ୍ପତିଙ୍କର ସ୍ଥିତି ଜଣେ ବ୍ୟକ୍ତିଙ୍କ ରାଶିଫଳରେ ଭଲ ହୁଏ, ସେତେବେଳେ ଭାଗ୍ୟ ସେହି ବ୍ୟକ୍ତିଙ୍କ ଅନୁଗ୍ରହ କରିଥାଏ। କିନ୍ତୁ ଯେତେବେଳେ ରାଶିରେ ଗ୍ରହର ସ୍ଥିତି ଦୁର୍ବଳ ହୁଏ, ସେତେବେଳେ ବ୍ୟକ୍ତିଙ୍କ ଜୀବନରେ ଅନେକ ପ୍ରକାରର ସମସ୍ୟା ଆସିବା ଆରମ୍ଭ ହୋଇଥାଏ।
May 20,2024, 10:03 AM IST
Fifth phase Voting
ଆଜି ଦେଶର ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ, ଓଡ଼ିଶା ସହ ଏହି ସବୁ ରାଜ୍ୟରେ ଚାଲିଛି ଭୋଟିଂ...
Election 2024: ଉତ୍ତର ପ୍ରଦେଶର ୧୪, ମହାରାଷ୍ଟ୍ରର ୧୩, ପଶ୍ଚିମବଙ୍ଗର ୭, ବିହାର ଓ ଓଡ଼ିଶାର ୫ଟି ଲେଖାଏଁ ଝାଡ଼ଖଣ୍ଡର ୩ଟି ଏବଂ ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ଗୋଟିଏ ଲେଖାଏଁ ଆସନ ଲାଗି ଲୋକେ ଭୋଟ ଦେଉଛନ୍ତି। ମାଟ୍ ୬୯୫ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରଣ ହେବ।
May 20,2024, 8:47 AM IST
Petrol Diesel price
Petrol Diesel Price Today: ବଢ଼ିଲା ପେଟ୍ରୋଲ ଡିଜେଲ ଦର, ଓଡ଼ିଶାରେ ଲିଟର ପିଛା...
Petrol Diesel Price Today: ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ପିଛା ୧୦୧ ଟଙ୍କା ୦୬ ପଇସା ରହିଛି । ସେହିପରି ଡିଜେଲ (୧ ଲିଟର) ୯୨ ଟଙ୍କା ୬୬୪ ପଇସା ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହୁଁଛୁ ଯେ, ଆଜି ଓଡିଶାରେ ପେଟ୍ରୋଲ୍ ଲିଟର ପିଛା ୧ ପଇସା ଓ ଡିଜେଲ୍ ଲିଟର ପିଛା ୨ ପଇସା ବୃଦ୍ଧି ହୋଇଛି।
May 20,2024, 7:47 AM IST
Heat Stress
ଖରା ଦିନେ ବଢ଼ୁଛି ହିଟ୍ ଷ୍ଟ୍ରେସ୍ ମାମଲା, ଏହି ସବୁ ଲକ୍ଷଣ ଦେଖାଯାଉଥିଲେ ତୁରନ୍ତୁ କରନ୍ତୁ ପ୍ରାଥମ
Heat Stress: ଅତ୍ୟଧିକ ଗରମ ହେତୁ ଏହା ଶରୀରର ଏକ ଗୁରୁତର ଅବସ୍ଥାକୁ ବୁଝାଏ। ଶରୀର ଉତ୍ତାପକୁ ବାହାର କରିବାରେ ଅସମର୍ଥ ହେଲେ ଏହା ହୋଇଥାଏ। ଏଥିରେ ଶରୀରର ତାପମାତ୍ରା ବିପଜ୍ଜନକ ଭାବରେ ବୃଦ୍ଧିପାଇଥାଏ। ଏପରି ପରିସ୍ଥିତିରେ, ଯଦି ତୁରନ୍ତ ଚିକିତ୍ସା ଯଦି କରା ନ ଯାଏ, ତେବେ ଏହା ମଧ୍ୟ ସାଂଘାତିକ ହୋଇପାରେ।
May 20,2024, 7:20 AM IST
Love horoscope
Love Horoscope: କର୍କଟ ରାଶି ସହ ଖୁସିରେ କଟିବ ଏହି ୩ ରାଶିଙ୍କ ଦିନ!
Love Horoscope: ଯଦି ଦମ୍ପତିଙ୍କ ମଧ୍ୟରେ ପ୍ରେମ ଥାଏ, ତେବେ ଏହା ସେମାନଙ୍କ ସମ୍ପର୍କକୁ ମଜବୁତ କରିଥାଏ। ଯେଉଁମାନଙ୍କ ସମ୍ପର୍କରେ ପ୍ରେମ ନଥାଏ, ସେହି ସମ୍ପର୍କ ଉଭୟ ଦମ୍ପତିଙ୍କ ପାଇଁ ଏକ ବୋଝ ହେବା ଆରମ୍ଭ କରିଥାଏ। ତେବେ, ପ୍ରେମ ଦୃଷ୍ଟିରୁ, ଆଜି କିଛି ରାଶିର ଲୋକଙ୍କ ପାଇଁ ଅନେକ ଉପାୟରେ ଏକ ଭଲ ଦିନ ହେବାକୁ ଯାଉଛି।
May 20,2024, 6:33 AM IST
weather report
Cyclone Alert: ବାତ୍ୟା ରେମଲ ବଢ଼ାଇଛି ଚିନ୍ତା ଆନ୍ଧ୍ରପ୍ରଦେଶ ଓ ଓଡିଶାକୁ ଭୟ...
Cyclone Alert: ଆଜି ଦକ୍ଷିଣ ଓଡି଼ଶାର ପ୍ରମୁଖ ଜିଲ୍ଲା ଯଥା, କୋରାପୁଟ୍, ରାୟଗଡା, ନବରଙ୍ଗପୁର, କଳହାଣ୍ତି,, ସେପଟେ ମୟୁରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାକୁ କାଳବୈଶାଖି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାମାନଙ୍କରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।
May 20,2024, 6:12 AM IST
Today Horoscope
Today Horoscope: ସିଂହ, ମୀନ ସହ ସତର୍କ ରୁହନ୍ତୁ ଏହି ସବୁ ରାଶି ! ଜାଣନ୍ତୁ ଆପଣଙ୍କ ପାଇଁ କେମିତ
Horoscope Today 20 May2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୨୦ ହେଉଛି ସୋମବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
May 20,2024, 5:50 AM IST
horoscope 20 May 2024
୨୦ ମ'ରେ ଭଗବାନ ଶିବ ଚମକାଇବେ ଏହି ସବୁ ରାଶିମାନଙ୍କର ଭାଗ୍ୟ, ପଢ଼ନ୍ତୁ ରାଶିଫଳ
Rashifal 20 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ତେବେ ଜାଣନ୍ତୁ ୨୦ ମଇ ୨୦୨୪ ରେ କେଉଁ ରାଶି ଉପକୃତ ହେବେ ଓ କେଉଁ ରାଶିକୁ ସତର୍କ ରହିବାକୁ ପଡିବ।
May 19,2024, 19:02 PM IST
mangal rashi parivartan
୧ ଜୁନରେ ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ବଦଳିଯିବ ଏହି ସବୁ ରାଶି ମାନଙ୍କର ଭାଗ୍ୟ
Mangal Rashi Parivartan: ପାଞ୍ଜି ଅନୁସାରେ ୧ ଜୁନରେ ଅପରାହ୍ନ ୩:୩୯ ରେ ମଙ୍ଗଳ ଗ୍ରହ ମୀନ ରାଶି ଛାଡ଼ି ମେଷରେ ପ୍ରବେଶ କରିବାକୁ ଯାଉଛନ୍ତି ଓ ଜୁଲାଇ ୧୨ ପର୍ଯ୍ୟନ୍ତ ଏହି ରାଶିରେ ଉପସ୍ଥିତ ରହିବେ। ତେବେ ଜାଣନ୍ତୁ ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ କେଉଁ ରାଶିର ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି।
May 19,2024, 16:54 PM IST
Delhi metro
ଦିଲ୍ଲୀ ମେଟ୍ରୋରେ ଝିଅ ଜଣକ କଲେ 'ଅଶ୍ଳିଳ ନୃତ୍ୟ', ପାର୍ କଲେ ସବୁ ସୀମା, ଭିଡିଓ ଭାଇରାଲ୍
Delhi Metro: ଦିଲ୍ଲୀ ମେଟ୍ରୋର ଆଉ ଦୁଇଟି ନୂଆ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି। ଭାଇରାଲ ହେଉଥିବା ଝିଅଟି କ୍ରପ୍ ଟପ୍ ଓ ସ୍କର୍ଟ ପିନ୍ଧିଛି। ପ୍ରଥମ ଭିଡିଓରେ ସେ ଜଣେ ମହିଳାଙ୍କ ଆଡକୁ ଦୌଡ଼ି ଏକ ଅଶ୍ଳୀଳ ନୃତ୍ୟ କରିବା ଆରମ୍ଭ କରନ୍ତି। ମହିଳା ଜଣକ ତାଙ୍କୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାନ୍ତି।
May 19,2024, 16:13 PM IST
Summer health tips
Summer Health Tips: ଗ୍ରୀଷ୍ମ ଋତୁରେ ହୋଇଥାଏ ଏହି ସବୁ ରୋଗ, ଜାଣନ୍ତୁ ଲକ୍ଷଣ ଓ ନିରାକରଣ
Summer Health Tips: ଜାରି ରହିଛି ଗ୍ରୀଷ୍ମ ଲହରୀ। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ। ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ। ଏହି ଗରମ ଦିନେ ଅଧିକ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥାଏ।
May 19,2024, 14:29 PM IST
mangal gochar effect
Mangal Gochar: ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ମାଲେମାଲ୍ ହେବେ ଏହି ୩ ରାଶି!
Mangal Gochar: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଲାଲ ଗ୍ରହକୁ ମଙ୍ଗଳ କୁହାଯାଏ। ମଙ୍ଗଳ, ପୃଥିବୀ, ଶକ୍ତି, ଶାସନ, କ୍ରୋଧ, ଭୂମି, ସାହସ, ଏବଂ ଆତ୍ମବିଶ୍ୱାସର ପ୍ରଭୁ। ଜ୍ୟୋତିଷଙ୍କ ଅନୁଯାୟୀ ପୃଥିବୀର ସମସ୍ତ ଜୀବ ପାଇଁ ମଙ୍ଗଳ ଗ୍ରହର ଗତିବିଧି ଗୁରୁତ୍ୱପୂର୍ଣ୍ଣ ଅଟେ।
May 19,2024, 13:36 PM IST
CBSE Supplementary Exam
CBSE Supplementary Exam: ଏହି ଦିନ ହେବ ସିବିଏସ୍ଇ ସପ୍ଲିମେଣ୍ଟାରୀ ପରୀକ୍ଷା
Supplementary Exam: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (CBSE) ର ସପ୍ଲିମେଣ୍ଟାରୀ ପରୀକ୍ଷାକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ପଢନ୍ତୁ ପୂରା ରିପୋର୍ଟ...
May 19,2024, 11:34 AM IST
Weather Report: ୧୯ ରୁ ୨୧ ଯାଏଁ ନିଆଁ ବର୍ଷା, ଏହି ସବୁ ସ୍ଥାନକୁ ରେଡ୍ ଆଲର୍ଟ ଜାରି...
Weather Report: ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ 'ଅରେଞ୍ଜ' ଆଲର୍ଟ ଜାରି ହୋଇଥିବା ବେଳେ ଆଇଏମଡି ରବିବାର ପାଇଁ ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ଏକ ରେଡ୍ ଆଲର୍ଟ ଜାରି କରିଛି ବିଭାଗ। ଏହି ଅବଧି ମଧ୍ୟରେ, ଅନେକ ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୪ ରୁ ୪୭ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବାର ସମ୍ଭାବନା ରହିଛି। ଏହି ବିଷୟରେ, IMD ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଛି।
May 19,2024, 10:55 AM IST
Gold rate
Gold Rate: ସୁନା ଦରକୁ ନେଇ ବଡ଼ ପରିବର୍ତ୍ତନ! ଆଜି ଭୁବନେଶ୍ୱରରେ ଗ୍ରାମ ପିଛା...
Gold Rate: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮, ୪୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୪, ୬୨୦ ଟଙ୍କା ରହିଛି । ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୫୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୪,୭୭୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୮୦୦ ଓ ୨୪ କ୍ୟାରେଟ୍ ରେ ୮୭୦ ଟଙ୍କା ବୃଦ୍ଧି ପାଇଛି।
May 19,2024, 9:26 AM IST
Samir Dash
Samir Dash: ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ସମୀର ରଞ୍ଜନ ଦାଶ
Sameer Das: ସମୀର କହିଛନ୍ତି, '୨୦୦୬ରୁ ସେ ନିଷ୍ଠାର ସହ ଦଳ ପାଇଁ କାମ କରିଆସୁଛି। ଆଜିର ଦିନରେ ରାଜ୍ୟ ବିଜୁ ଜନତା ଦଳର ନେତା ମୋ ଉପରେ ଆସ୍ତା ହରାଇଛନ୍ତି। ନେତା ଯେହେତୁ ମୋ ଉପରୁ ଆସ୍ତା ହରାଇଛନ୍ତି ତେଣୁ ଦଳରେ ରହିବା ମୋ ପାଇଁ ସମୀଚିନ ମନେ ହେଉନାହିଁ।' ଏହାସହ ସେ ନିଜେ ମଧ୍ୟ ନିମାପଡା , ଗୋପ ବିଜେଡିରୁ ଆସ୍ଥା ହରାଇବା ପରେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି ।
May 19,2024, 8:31 AM IST
Bhubaneswar Metro
Bhubaneswar Metro: ସାକାର ହେଉଛି ଓଡ଼ିଶାର ମେଟ୍ରୋ ସ୍ବପ୍ନ, ଫୁଲାପୋଖରୀ ଡିପୋ ନିର୍ମାଣ ଲାଗି ..
Bhubaneswar Metro: ସାକାର ହେଉଛି ଓଡ଼ିଶାର ମେଟ୍ରୋ ସ୍ବପ୍ନ । ଭୁବନେଶ୍ବର ମେଟ୍ରୋ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟରେ ପହଞ୍ଚିଛି। ପ୍ୟାକେଜ୍ ବିବିସି-୨ ଅଧିନରେ ନିର୍ମିତ ଫୁଲାପୋଖରୀ ଡିପୋ ଭୁବନେଶ୍ବର ମେଟ୍ରୋ ଭିତ୍ତି ଭୂମିର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ।
May 19,2024, 7:58 AM IST
rcb vs csk
ଆରସିବିର ବିଜୟ ପରେ ଦୁଃଖରେ ଭାଙ୍ଗିପଡ଼ିଲେ ଧୋନୀ, ଦେଖନ୍ତୁ ଏହି ଭିଡିଓ
RCB Vs CSK: ଏହି ମ୍ୟାଚ୍ ପରେ ଏକ ଭିଡିଓ ଆଇପିଏଲର X ହ୍ୟାଣ୍ଡେଲରୁ ସେୟାର କରାଯାଇଛି। ଯେଉଁଥିରେ ଏହା ଦେଖିବାକୁ ମିଳିଛି ଯେ ୟଶ୍ ଦୟାଲଙ୍କ ଶେଷ ବୋଲିଂ ପରେ ପୁରା ଟିମ୍ ଖୁସିରେ ଦୌଡି଼ଥିଲେ। ବିରାଟ କୋହଲି ଖୁବ୍ ଆଗ୍ରେସନର ସହ ନିଜର ଖୁସି ବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା।
May 19,2024, 7:55 AM IST
PM Narendra Modi
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ମହାପ୍ରଭୁଙ୍କ ଦର୍ଶନ ପରେ ଏହି ସବୁ ଜିଲ୍ଲାକୁ ଗସ୍ତ କରିବା
Odisha Election 2024: ୨୦ ତାରିଖରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ସେଏକ ରୋଡ୍ ସୋ’ରେ ସାମିଲ ହେବେ। ସକାଳ ସାଢ଼େ ୯ଟାରେ ଅନୁଗୁଳ(Anugul) ଓ ସାଢ଼େ ୧୧ଟାରେ କଟକ ଜିଲ୍ଲା ପଡ଼ିଆରେ ଜନସଭାକୁ ସମ୍ବୋଧିତ କରିବେ। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ(Rajnath Singh) ଆଜି ୩ଟି ଜନସଭାକୁ ସମ୍ବୋଧିତ କରିବେ।
May 19,2024, 6:56 AM IST
weather update
Weather Update: କାଳବୈଶାଖୀ ବର୍ଷା ରଚିବ ତାଣ୍ଡବ! ଆଜି ବିଜୁଳି, ଘଡ଼ଘଡି଼ ସହ ବର୍ଷା ନେଇ ୭ ଜିଲ୍
Weather Update: ଆଜି ବଦଳିବ ପାଗର ମିଜାଜ୍ । ଚଳିତ ମାସରେ ବାତ୍ୟା ହେବାର ସମ୍ଭାବାନ ସୃଷ୍ଟି ହୋଇଛି। ଏ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପଢନ୍ତୁ ପୂରା ରିପୋର୍ଟ...
May 19,2024, 6:26 AM IST
ମେଷ ରାଶିଙ୍କ ସହ ସୁଖମୟ ହେବ ଏହି ୫ ରାଶିଙ୍କ ଜୀବନ! ଜାଣନ୍ତୁ କେମିତି କଟିବ ଆଜିବ ଦିନ...
May 19,2024, 6:09 AM IST
Top 10 News Today: ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ହତ୍ୟା, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Top 10 News Headlines Odisha 18th May 2024: ଛତିଶଗଡର ସାନଗର-ବିଲାଏଗଡରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ହତ୍ୟା କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
May 18,2024, 22:03 PM IST
Election Commission
ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ଜବତ କରିସାରିଲାଣି ୮୮୮୯ କୋଟି ଟଙ୍କା!
ECI Recovery: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ଆୟୋଗ ମୋଟ୍ ୮୮୮୯ କୋଟି ଟଙ୍କା ଜବତ କରିଛି। ଦେଶରେ ନିରପେକ୍ଷ ନିର୍ବାଚନ କରିବା ପାଇଁ ଆୟୋଗଙ୍କ ପଦକ୍ଷେପ ଯୋଗୁଁ ଏହି ରେକର୍ଡ ସଂଖ୍ୟକ ଟଙ୍କା ଜବତ କରାଯାଇଛି।
May 18,2024, 20:39 PM IST
horoscope 19 May 2024
୧୯ ମେ'ରେ ସୂର୍ଯ୍ୟଦେବ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 19 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଓ ନକ୍ଷତ୍ରମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ଜାଣନ୍ତୁ କେଉଁ ରାଶି ୧୯ ମେ ୨୦୨୪ ରେ ଉପକୃତ ହେବେ ଓ କେଉଁ ରାଶିକୁ ସତର୍କ ରହିବାକୁ ପଡିବ।
May 18,2024, 19:43 PM IST
Arvind Kejriwal
ବିଭବ କୁମାର ଗିରଫକୁ ନେଇ ପ୍ରଥମ ଥର ମୁଁହ ଖୋଲିଲେ କେଜ୍ରିୱାଲ, ସିଧା ପିଏମକୁ କଲେ ଟାର୍ଗେଟ୍
Arvind Kejriwal press conference: ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗରେ ଦିଲ୍ଲୀ ପୋଲିସ ଶନିବାର ଦିନ ବିଭବ କୁମାରଙ୍କୁ ଗିରଫ କରିଛି। ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ସାମ୍ନାକୁ ଆସିଛି।
May 18,2024, 18:09 PM IST
Bilaigarh
ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା, ହତ୍ୟା ପରେ ନିଜ ଜୀବନ ହାରିଦେଲେ ହତ୍ୟାକାରୀ
Bilaigarh mass murder: ଛତିଶଗଡର ବିଲାଗଡ଼ରେ ଗୋଟିଏ ପରିବାରର ୫ଜଣଙ୍କୁ ଜଣେ ବ୍ୟକ୍ତି ହତ୍ୟା କରିଛନ୍ତି। ଏହା ପରେ ହତ୍ୟାକାରୀ ମଧ୍ୟ ନିଜେ ଆତ୍ମହତ୍ୟା କରିଛନ୍ତି।
May 18,2024, 17:19 PM IST
Mercury transit 2024
ବୃଷ ରାଶିରେ ପ୍ରବେଶ କରିବେ ବୁଧ ଗ୍ରହ, ଏହି ସବୁ ରାଶି ହେବେ ମାଲାମାଲ!
Mercury Transit 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୩୧ ମେ'ରେ ଗ୍ରହମାନଙ୍କର ରାଜକୁମାର ବୁଧ ମେଷ ରାଶିରୁ ଯାଇ ବୃଷ ରାଶିରେ ପ୍ରବେଶ କରିବେ। ଯେଉଁଥିପାଇଁ କିଛି ରାଶି ମାନେ ବମ୍ପର ଲାଭ ପାଇବେ। ତେବେ ଜାଣନ୍ତୁ ବୁଧ ଗ୍ରହର ଗୋଚର ଯୋଗୁଁ କେଉଁ ସବୁ ରାଶି ମାନଙ୍କର ଭାଗ୍ୟ ଉଜ୍ଜ୍ୱଳ ହେବ।
May 18,2024, 16:50 PM IST
vigilance raid
Vigilance Raid: ଲାଞ୍ଚ ନେବା ଅଭିଯୋଗରେ ଆଉ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ
Vigilance Raid: ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଲାଞ୍ଚ ନେଇ ଫସିଲେ ଶିକ୍ଷା ବିଭାଗର ଜୁନିୟର ଆକାଉଣ୍ଟାଟ୍ । ତେବେ ଲାଞ୍ଚ ନେବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭିଜିଲାନ୍ସ।
May 18,2024, 12:52 PM IST
Love Horoscope: ଆଜି ଏହି ୪ ରାଶିକୁ ମିଳିବ ଖୁସି ଖବର, ଜାଣନ୍ତୁ କେମିତି କଟିବ ଆଜିର ଦିନ...
May 18,2024, 7:00 AM IST
Odisha news
Odisha News: କଳାକାର ସହାୟତା ଆବେଦନ ଅବଧି ବୃଦ୍ଧି, ଜାଣନ୍ତୁ ଲାଷ୍ଟ ଡେଟ୍ କେବେ?
Odisha News: କଳାକାର ମାନଙ୍କ ପାଇଁ ଖୁସି ଖବର। ରାଜ୍ୟରେ ଆଉ ୩୦ ହଜାର କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଅନ୍ତଭୁକ୍ତ କରିବା ପାଇଁ ଆବେଦନ ପ୍ରକ୍ରିୟା ଗତ ୩୦ ତାରିଖ ପର୍ଯ୍ୟନ୍ତ ଥିଲା। କିନ୍ତୁ ଏହି ଅବଧିକୁ ବୃଦ୍ଧି କରାଯାଇଛି। ପଢନ୍ତୁ ପୂରା ରିପୋର୍ଟ...
May 18,2024, 6:10 AM IST
ବଡ଼ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଏହି ୬ ରାଶି! ଜାଣନ୍ତୁ ଆଜି କେମିତି କଟିବ ଆଜିର ଦିନ..
Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....
May 18,2024, 5:50 AM IST
career horoscope
୧୮ ମେ'ରେ ଉଦୟ ହେବ ଏହି ୫ ରାଶିର ଭାଗ୍ୟ, ମା' ଲକ୍ଷ୍ମୀଙ୍କ ଆଶୀର୍ବାଦରେ ପାଇବେ ଅପାର ଲାଭ
Career Horoscope: ମଇ ୧୮ ତାରିଖ ଶନିବାର ଦିନ, ଭାଗ୍ୟ ମେଷ ଏବଂ ଧନୁ ରାଶିର ଲୋକଙ୍କ ପାଇଁ ଶୁଭ ଫଳ ଆଣିବା। ଭଗବାନ ଗଣେଶଙ୍କ ଆଶୀର୍ବାଦ ସହିତ ସେମାନଙ୍କର ବ୍ୟବସାୟ ବୃଦ୍ଧି ପାଇବ ଏବଂ ସେମାନଙ୍କର ରୋଜଗାର ଭଲ ହେବ। ସେମାନଙ୍କର ସମସ୍ତ କାର୍ଯ୍ୟ ବିନା କୌଣସି ବାଧା ବିଘ୍ନରେ ଶେଷ ହେବ।
May 17,2024, 21:00 PM IST
Horoscope 18 May 2024
୧୮ ମେ'ରେ ଶନିଦେବ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 18 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଓ ନକ୍ଷତ୍ରମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ତେବେ ଜାଣନ୍ତୁ କେଉଁ ରାଶି ୧୮ ମଇ ୨୦୨୪ ରେ ଉପକୃତ ହେବେ ଓ କେଉଁ ରାଶି ମାନକୁ ସତର୍କ ରହିବାକୁ ପଡିବ।
May 17,2024, 20:03 PM IST
ମଦ ଦୁର୍ନୀତି ମାମଲାରେ ଇଡିର ବଡ ଆକ୍ସନ, କେଜ୍ରିୱାଲଙ୍କୁ ଅଭିଯୁକ୍ତ କଲା ତଦନ୍ତକାରୀ ସଂସ୍ଥା
Delhi Liquor Policy Case: ଦିଲ୍ଲୀ ଲିକର୍ ପଲିସି ମାମଲାରେ ଇଡି ସିଏମ୍ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଦଳକୁ ଅଭିଯୁକ୍ତ କରିଛି। ଏହି ମାମଲାରେ ବର୍ତ୍ତମାନ ଦଳର ନେତାଙ୍କ ପାଇଁ ସମସ୍ୟା ବଢ଼ିପାରେ।
May 17,2024, 17:34 PM IST
Swati Maliwal
କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଲା ଦିଲ୍ଲୀ ପୋଲିସ, ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରିବ
Swati Maliwal Assault Case: ଦିଲ୍ଲୀ ପୋଲିସ ସ୍ୱାତୀ ମାଲିୱାଲଙ୍କ ବୟାନ ରେକର୍ଡ କରିବା ପରେ ତଦନ୍ତ ଆରମ୍ଭ କରିଛି। ଏହି କ୍ରମରେ ଦିଲ୍ଲୀ ପୋଲିସର ଫରେନସିକ୍ ଟିମ୍ ସିଏମ୍ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଛନ୍ତି।
May 17,2024, 17:17 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.