weather update
Weather Update: ଆଜି ବଦଳିବ ପାଗର ମିଜାଜ୍, ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଗୁଳୁଗୁଳି ଓ ଟାଣଖରାରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି। ଏସି ଓ ଫ୍ୟାନ୍ସ ବିନା ରହିବା ରହି ହେଉନି। ତେବେ,ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ବସ୍ତି କଲାପରି ଖବର ଦେଇଛି।
Jun 2,2024, 13:13 PM IST
Mahalakshmi Rajyoga 2024
Mahalakshmi Rajyoga 2024: ଏହି ସବୁ ରାଶିଙ୍କ ଭାଗ୍ୟ ଖୋଲିବ ମହାଲକ୍ଷ୍ମୀ ରାଜଯୋଗ, ଧନ ବର୍ଷା ସହ
Mahalakshmi Rajyoga 2024: ଶୁକ୍ର ବର୍ତ୍ତମାନ ବୃଷ ରାଶିରେ ଥିବା ବେଳ ଆସନ୍ତାକାଲି ସକାଳ ୯ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ଦେବଗୁରୁ ବୃହସ୍ପତି ଚଳନ କରିବେ। ଗୋଟିଏ ରାଶିରେ ୨ ଗ୍ରହଙ୍କ ମିଳନ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି କରୁଛି। ତେବେ, ଏହି ଗଜଲକ୍ଷ୍ମୀ ରାଜଯୋଗ ଜୁନ୍ ମାସ ଆରମ୍ଭରୁ ତିନି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ।
Jun 2,2024, 12:10 PM IST
train accident
Train Accident: ମୁହାଁମୁହିଁ ଧକ୍କା ହେଲା ୨ଟି ଟ୍ରେନ୍, ୨ ଲୋକ ପାଇଲଟଙ୍କ ସମେତ...
Train Accident: ଆଜି ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ବର୍ଷେ ପୂରିଛି । ସେ କଥା ମନେ ପଡି଼ଲେ ଆଜିବି ଲୋକ ଟାଙ୍କୁରି ଉଠିଛି। କିନ୍ତୁ ଆଜି ସକାଳୁ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ପଢନ୍ତୁ ପୂରା ଖବର...
Jun 2,2024, 10:37 AM IST
petrol diesel price today
Petrol Diesel Price Today: ଜାଣନ୍ତୁ ଭୁବନେଶ୍ବରରେ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲର ଦର?
Petrol Diesel Price Today: ଜୁନ୍ ୨ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ରବିବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି। କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?
Jun 2,2024, 9:44 AM IST
top 10 news today
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Jun 2,2024, 9:05 AM IST
Arvind Kejriwal
Arvind Kejriwal: ଆଜି ଜେଲକୁ ଫେରିବେ ଅରବିନ୍ଦ କେଜ୍ରିଓ୍ବାଲ, ୫ରେ ଜାମିନ୍ ଆବେଦନର ଶୁଣାଣି
Arvind Kejriwal back to jail: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ପୁଣିଥରେ ଜେଲକୁ ଯିବେ। ରାଉଜ୍ ଆଭିନ୍ୟୁ କୋର୍ଟ (Rouse Avenue Court) ଜୁନ ୧ ତାରିଖରେ ମେଡିକାଲ ଗ୍ରାଉଣ୍ତରେ ତାଙ୍କ ଜାମିନ୍ ଆବେଦନର ଶୁଣାଣି କରିଥିଲେ। ପଢନ୍ତୁ ପୂରା ରିପୋର୍ଟ...
Jun 2,2024, 7:30 AM IST
+2 Admission 2024
+2 Admission 2024: ଏହି ଦିନଠୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ,ଜାଣନ୍ତୁ କିଭଳି କ
+2 Admission 2024: ଯୁକ୍ତ ଦୁଇର ରେଜଲ୍ଟ ବାହାରି ସାରିଛି । ଆଉ ଏବେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ପଢନ୍ତୁ ପୂରା ଖବର...
Jun 2,2024, 6:53 AM IST
Weather Update: ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ, ଆଜି ୫ ଜିଲ୍ଲାକୁ ହିଟ୍ ଓ୍ବେଭ ନେଇ
Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସହ ଉଷ୍ଣ ତାତି ଅନୁଭୂତ ହେଉଛି। ସେହିପରି ଉପକୂଳରେ ଗୁଳୁଗୁଳି ସାଙ୍ଗକୁ ଉଷ୍ଣ ଆଦ୍ର ସ୍ଥିତି ଲାଗି ରହିଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଉ ୨୪ ଘଣ୍ଟା ଲାଗି ରହିବ।
Jun 2,2024, 6:10 AM IST
Today Horoscope
Today Horoscope: ଆଜି ଲାଭରେ ରହିବେ ଏହି ସବୁ ରାଶି, ରହିଛି ଆକସ୍ମିକ ଧନପ୍ରାପ୍ତିର ଯୋଗ!
Horoscope Today 2 june 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁନ୍ ୨ ହେଉଛି ରବିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
Jun 2,2024, 5:50 AM IST
road accident
Road Accident: ଭୟଙ୍କର ଦୁର୍ଘଟଣା, ଭାରସାମ୍ୟ ହରାଇ ୪ ଜଣଙ୍କ ଉପରେ ଚଢିଗଲା ପିକ୍ ଅପ୍ ଭ୍ୟାନ୍
Road Accident: କ୍ଷଣିକ ମଧ୍ୟରେ ଲିଭିଗଲା ୪ ଜୀବନ ଦୀପ । ଗରମ ଯୋଗୁଁ ରାସ୍ତା କଡ଼ରେ ଏକ ଗଛମୂଳେ କିଛି ଗ୍ରାମବାସୀ ବସିଥିବା ବେଳେ ସେମାନଙ୍କ ଉପରେ ଚଢିଗଲା ପିକ୍ ଅଫ୍ ଭ୍ୟାନ୍ । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି ।
Jun 1,2024, 19:44 PM IST
Maguni Charan Kuanr
Maguni Charan Kuanr: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ
Maguni Charan Kuanr: ଭୁବନେଶ୍ଵର, ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଆଜି ପରଲୋକ ଘଟିଛି। ଏହି ଅବସରରେ ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
Jun 1,2024, 17:58 PM IST
Weekly Horoscope
Weekly Horoscope: କେମିତି ରହିବ ଆପଣଙ୍କ ଆର୍ଥିକ ସ୍ଥିତି ସହ ପାରିବାରିକ ଜୀବନ, ଜାଣନ୍ତୁ କଣ କହୁ
Weekly Horoscope 3rd June to 9th June 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ତେବେ, ଆସନ୍ତୁ ଜାଣିବା ସୋମବାର ଠାରୁ ରବିବାର ପର୍ଯ୍ୟନ୍ତ କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
Jun 1,2024, 17:41 PM IST
Salman Khan
Salman Khan: ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ମାସେ ପୂର୍ବରୁ ହୋଇଥିଲା ଷଡଯନ୍ତ୍ର, ଘର ଉପରେ..
Salman Khan: ସଲମାନ୍ ଖାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଘଟଣାରେ ୪ ଜଣଙ୍କୁ ମୁମ୍ବାଇ ପୋଲିସ୍ ଗିରଫ କରିଛି। ପୋଲିସ୍ ପକ୍ଷରୁ କୁହାଯାଇଛି ଯେ, ଗିରଫ ହୋଇଥିବା ଅଭିଯୁକ୍ତମାନେ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ପାନଭେଲରେ ସଲମାନ ଖାନଙ୍କ କାର ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ।
Jun 1,2024, 15:21 PM IST
Rajyoga In June 2024
Rajyoga In June 2024: ଜୁନ୍ ୭ରୁ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ବର୍ଷିବ ଧନ ସହ ବ୍ୟବସାୟରୁ ମ
Rajyoga In June 2024: ବର୍ତ୍ତମାନ ବୁଧ ଓ ମଙ୍ଗଳ ବୃଷ ରାଶିରେ ଥିବା ବେଳେ ଜୁନ୍ ୭ ତାରିଖ ସକାଳ ୮ଟା ୩୦ ମିନିଟ୍ ସମୟରେ ସେହି ରାଶିକୁ ସୂର୍ଯ୍ୟଦେବ ଓ ଶୁକ୍ର ଚଳନ କରିବେ। ଗୋଟିଏ ରାଶିରେ ୪ଗ୍ରହଙ୍କ ମିଳନ ବୁଦ୍ଧାଦିତ୍ୟ ରାଜଯୋଗ, ଲକ୍ଷ୍ମୀନାରାୟଣ ରାଜଯୋଗ ଓ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି କରୁଛି । ଏହି ତିନି ରାଜଯୋଗ କିଛି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବା ସହ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ।
Jun 1,2024, 14:09 PM IST
Road Accident: ଭାରସାମ୍ୟ ହରାଇ କାର୍ କୁ ପିଟିଲା ଟ୍ରକ୍ , ଘଟଣାସ୍ଥଳରେ ୩ ମୃତ, ଜଣେ ଆହତ
Road Accident: କ୍ଷଣିକ ମଧ୍ୟରେ ଲିଭିଗଲା ତିନି ଜୀବନ ଦୀପ । ଅନ୍ୟ ଜଣେ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ସମସ୍ତ ମୃତକ ତିନି ଜଣ ଶିଶୁ ହୋଇଥିବା ବେଳେ ସେମାନେ ସମସ୍ତେ ଗୋଟିଏ ପରିବାରର ହୋଇଥିବା ନେଇ ସୂଚନା ମିଳିଛି।
Jun 1,2024, 13:00 PM IST
ଭୁବନେଶ୍ବରରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଲିଟର ପିଛା
Petrol Diesel Price Today: ଜୁନ୍ ୧ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟ ବଢ଼ିଥିବା ଦେଖିବାକୁ ମିଳିଛି। ଶନିବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲୋକମାନଙ୍କ ଚିନ୍ତା ବଢ଼ାଇ ଦେଇଛି।
Jun 1,2024, 12:22 PM IST
Today Horoscope: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବେ ମହାଲକ୍ଷ୍ମୀ , ଜାଣନ୍ତୁ ଆପଣଙ୍କ ପାଇଁ କେମି
Horoscope Today 31 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୩୧ ହେଉଛି ଶୁକ୍ରବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
May 31,2024, 5:50 AM IST
Gajlaxmi Rajyog 2024
Gajlaxmi Rajyog 2024: ୧୨ ବର୍ଷ ପରେ ଗଜଲକ୍ଷ୍ମୀ ରାଜଯୋଗ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଲକ୍
Gajlaxmi Rajyog 2024: ବୃଷ ରାଶିରେ ଦେବଗୁରୁ ବୃହସ୍ପତି ବର୍ତ୍ତମାନ ବିରାଜମାନ ଥିବା ବେଳେ ଆସନ୍ତାକାଲି ସକାଳ ୯ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ଶୁକ୍ର ଚଳନ କରିବେ। ଗୋଟିଏ ରାଶିରେ ଦେବଗୁରୁ ବୃହସ୍ପତି ଓ ଶୁକ୍ରଙ୍କ ମିଳନ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି କରୁଛି । ଏହି ଗଜଲକ୍ଷ୍ମୀ ରାଜଯୋଗ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବ।
May 30,2024, 19:56 PM IST
Anant Radhika wedding
ଏହି ଦିନ ହେବ ଅନନ୍ତ -ରାଧିକାଙ୍କ ବିବାହ, ସାମ୍ନାକୁ ଆସିଲା ଓ୍ବେଡିଂ-କ
Anant Radhika Wedding: ଦେଶର ବିଶଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ- ରାଧିକା ମର୍ଚାଣ୍ଟଙ୍କଙ୍କ ବିବାହ ହେବାକୁ ଯାଇଛି। ବିଦେଶରେ ଉଭୟଙ୍କ ଗ୍ରାଣ୍ତ ଓ୍ବେଡିଂ ହେବ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏହି ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ବିଦେଶରେ ନୁହେଁ ବରଂ ଦେଶରେ ହେବ ଉଭୟଙ୍କ ବାହାଘର ହେବ। ଏନେଇ ବିବାହ ତାରିଖ ମଧ୍ୟ ସ୍ଥିର ହୋଇସାରିଛି।
May 30,2024, 17:50 PM IST
sunny deol
Sunny Deol: ସନି ଦେଓଲଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଜାଣନ୍ତୁ କ'ଣ ରହିଛି ପୂରା ମାମଲା?
Sunny Deol: ବଲିଉଡ଼ ଅଭିନେତା ସନି ଦେଓଲ। ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତେବେ, ଏହାରି ଭିତରେ ସନି ଦେଓଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସନିଙ୍କ ନାଁରେ (Film producer Sorav Gupta) ଫିଲ୍ମ ନିର୍ମାତା ସୌରଭ ଗୁପ୍ତା ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି।
May 30,2024, 16:57 PM IST
puri news
Puri News: ପୁରୀ ବାଣ ବିସ୍ଫୋରଣ ଘଟଣା, ମୃତକଙ୍କ ପାଇଁ ଏତିକି ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣ
Puri Fire cracker explosion Case: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସମ୍ ହସପିଟାଲ୍ କୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ପୁରୀର ବାଣ ଦୁର୍ଘଟଣାର ଆହତମାନଙ୍କୁ ଭେଟିଥିଲେ। ସେମାନଙ୍କୁ ଚିକିତ୍ସିତ କରୁଥିବା ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ ।
May 30,2024, 16:11 PM IST
Road Accident: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର, ଘଟଣାସ୍ଥଳରେ ୬ ମୃତ
Road Accident: ଏ-ମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଅକାଳରେ ଲିଭିଗଲା ୬ ଜୀବନ ଦୀପ। ଭାରସାମ୍ୟ ହରାଇ କେନାଲକୁ ଖସି ପଡିଲା କାର୍ । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
May 30,2024, 14:11 PM IST
Budh Asta 2024
Budh Asta 2024: ଏହି ସବୁ ରାଶିଙ୍କ ପାଇଁ ସଙ୍କଟ ଆଣିବ ବୁଧଙ୍କ ଚଳନ, ଧନହାନୀ ସହ ରହିଛି...
Budh Asta in Vrishabha: ଜୁନ୍ ୨ ତାରିଖ ସକାଳ ୬ଟା ୪୦ ମିନିଟ୍ ସମୟରେ ବୃଷ ରାଶିରେ ଅସ୍ତ ହେବେ ବା ଗୋଚର କରିବେ ବୁଧ । ବୁଧଙ୍କ ଏହି ଗୋଚର କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେଣୁ ପାଖାପାଖି ଏକମାସ ଧରି କିଛି ରାଶିଙ୍କୁ ସତର୍କତାର ସହ ଚଳିବାକୁ ପଡି଼ବ । ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...
May 30,2024, 13:27 PM IST
Weather Update: ତତଲା କଡେଇରେ ସନ୍ତୁଳି ହେଉଛି ପଶ୍ଚିମ ଓଡ଼ିଶା, ୬ ଜିଲ୍ଲାକୁ 'ସିଭିୟର ହିଟ ୱେଭ୍
Weather Update: କିଛି ଦିନର ବିରତି ପରେ ପୁଣି ରାଜ୍ୟକୁ ଲେଉଟିଛି ତାତି। ମୁଣ୍ତଫଟା ଖରାରେ ଅସ୍ତବ୍ୟସ୍ତ ଜନଜୀବନ। ୮ଟା ପରଠୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି। କୌଣସି ଜରୁରୀ କାମ ନଥିଲେ ଲୋକେ ଘରୁ ପଦାକୁ ବାହାରୁ ନାହାଁନ୍ତି।
May 30,2024, 12:33 PM IST
Today Horoscope: ଆଜି ଏହି ସବୁ ରାଶି ଉପରେ ଧନ ଢାଳିବେ ମାଆ ଲକ୍ଷ୍ମୀ, ଜାଣନ୍ତୁ ଆପଣଙ୍କ ପାଇଁ କେ
Horoscope Today 30 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୩୦ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
May 30,2024, 5:50 AM IST
Astro Tips
Shani Shukra Yuti 2024: ଶନି ଜୟନ୍ତି ପୂର୍ବରୁ ଦୁର୍ଲଭ ସଂଯୋଗ, ଚମକିବ ୩ ରାଶିଙ୍କ ଭାଗ୍ୟ
Shani Shukra Yuti 2024: ବର୍ତ୍ତମାନ ଶନି କୁମ୍ଭ ରାଶିରେ ଥିବା ବେଳେ ଆସନ୍ତା ଜୁନ୍ ୩ ତାରିଖ ସକାଳ ୮ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ଶୁକ୍ର ଚଳନ କରିବେ। ଚଳିତ ବର୍ଷ ଜୁନ୍ ୬ରେ ଶନିଙ୍କ ଜୟନ୍ତୀ ପାଳନ ହେବ। ଶନି ଜୟନ୍ତି ପୂର୍ବରୁ ଗୋଟିଏ ରାଶିରେ ଶୁକ୍ର-ଶନିଙ୍କ ମିଳନ ଶନି-ଶୁକ୍ର-ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ତେବେ, ଆସନ୍ତୁ ଜାଣିବା ଏହି ଦୁର୍ଲଭ ସଂଯୋଗ କେଉଁ ସବୁ ରାଶିଙ୍କ ପାଇଁ ବରଦାନ ପାଲଟିବ।...
May 29,2024, 13:19 PM IST
Gold rate today
Gold Rate Today: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା କେତେ ରହିଛି
Gold Silver Price: ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ରେଟ୍ ଉପରମୁହାଁ ରହିଛି। ଆଗକୁ ଆସୁଛି ବିବାହ ସିଜିନ୍ , ଆଉ ତା ପୂର୍ବରୁ ସୁନା ଦର ବୃଦ୍ଧି ଗ୍ରାହକଙ୍କୁ ଟେନସନ୍ ଦେଇଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...
May 29,2024, 11:22 AM IST
Road Accident: ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଘଟଣାସ୍ଥଳରେ...
Road Accident: ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ କଡେଇ ଛକ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା। ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
May 29,2024, 10:52 AM IST
Prashant Jagdev
Prashant Jagdev: ଜେଲରୁ ସିଧା SCB ଗଲେ ବାହୁବଳୀ ନେତା ପ୍ରଶାନ୍ତ ଜଗଦେବ, ଜାଣନ୍ତୁ ଏହା ପଛର କାର
Prashant Jagdev: ବାହୁବଳୀ ନେତା ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ନେଇ ଆସିଛି ଏକ ବଡ଼ ଖବର। ସେ ଅସୁସ୍ଥ ଥିବା ନେଇ ସୂଚନା ମିଳିଛି । ଏନେଇ ଆଜି ତାଙ୍କୁ କଟକ ବଡ଼଼ ମେଡିକାଲରେ ଭର୍ତ୍ତି କରାଯାଇଛି।
May 29,2024, 9:58 AM IST
Odisha news
Odisha News: ଏହି ଦିନ ହେବ B.Ed ଓ M.Ed ପ୍ରବେଶିକା ପରୀକ୍ଷା
Odisha News: ଶିକ୍ଷକ ଓ ଶିକ୍ଷୟତ୍ରୀ ହେବାକୁ ସ୍ବପ୍ନଦେଖୁଥିବା ଆଶାୟୀଙ୍କ ପାଇଁ ବଡ଼ ଖବର। ୨୦୨୪-୨୫ ଶିକ୍ଷାବର୍ଷରେ ବିଏଡ୍, ବିଏଚ୍ଏଡ୍ ଏବଂ ଏମ୍ଏଡ୍ ନାମଲେଖା ପାଇଁ ଆଜିଠାରୁ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।
May 29,2024, 9:31 AM IST
Petrol Diesel Price Today: କମିଲା ନା ବଢିଲା, ଜାଣନ୍ତୁ ଭୁବନେଶ୍ବରରେ ଆଜି କେତେ ରହିଛି ପେଟ୍ରୋ
Petrol Diesel Price Today: ଆଜି ମେ ୨୯ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ବୁଧବାର ଦିନ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲୋକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଆସନ୍ତୁ ଜାଣିବା ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ପେଟ୍ରୋଲ୍ ଡିଜେଲର ଲିଟର ପିଛା ମୂଲ୍ୟ ?
May 29,2024, 8:27 AM IST
Ruchak Rajayoga 2024
Ruchak Rajayoga 2024: ଏହି ସବୁ ରାଶିଙ୍କ ଭାଗ୍ୟ ଉଦୟ କରିବ ରୁଚକ୍ ରାଜଯୋଗ, ବର୍ଷିବ ଧନ, ଆରମ୍ଭ
Mars Transit Creates Ruchak Rajayoga In May 2024: ମେ ୩୧ ତାରିଖ ସକାଳ ୬ଟା ୪୫ ମିନିଟ୍ ସମୟରେ ବୃଷ ରାଶି ଛାଡି଼ ମୀନ ରାଶିକୁ ଚଳନ କରିବେ ମଙ୍ଗଳ। ଯେଉଁ ରାଶିରେ କି ପୂର୍ବରୁ ଛାୟାଗ୍ରହ କେତୁ ବିରାଜମାନ ଅଛନ୍ତି। ଗୋଟିଏ ଗ୍ରହରେ ମଙ୍ଗଳ-କେତୁଙ୍କ ମିଳନ ରୁଚକ୍ ରାଜଯୋଗ ସୃଷ୍ଟି କରୁଛି। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ପାଇଁ ରୁଚକ ରାଜଯୋଗ ଶୁଭଫଳ ପ୍ରଦାନ କରିବ।
May 29,2024, 8:06 AM IST
odisha election 2024
Pm Modi Odisha Visit: ଆଜି ଓଡି଼ଶା ଆସୁଛନ୍ତି ମୋଦି, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?
Pm Modi Odisha Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଓଡି଼ଶା ଗସ୍ତରେ ଆସୁଛନ୍ତି। ସେ ତିନୋଟି ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡି଼ କରାଯାଇଛି। ପଢନ୍ତୁ ପୂରା ରିପୋର୍ଟ...
May 29,2024, 6:48 AM IST
Today Horoscope: ଆଜି ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁ
Horoscope Today 29 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୨୯ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
May 29,2024, 6:23 AM IST
Weather Update: ବଦଳିବ ପାଗର ମିଜାଜ୍, ଏହି ଦିନଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
Weather Update: ଗତକିଛି ଦିନ ହେବ ରାଜ୍ୟରେ କାଳବୈଶାଖି ବର୍ଷା ଲାଗି ରହିଥିବାରୁ ରାଜ୍ୟବାସୀଙ୍କୁ ତାତିରୁ ମୁକ୍ତି ମିଳିଥିଲା। କିନ୍ତୁ ଏବେ ରାଜ୍ୟକୁ ଫେରିଛି ତାତି। ମଙ୍ଗଳବାର ଆଭ୍ୟନ୍ତରୀଣ ତଥା ପଶ୍ଚିମାଞ୍ଚଳରେ ପାରଦ ୪୦ ଡିଗ୍ରୀ ଟପିଛି। ୪୫.୦୯ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ତଥା ଦେଶର ଉତ୍ତପ୍ତ ସହର ପାଲଟିଛି।
May 29,2024, 6:06 AM IST
Today Horoscope: ଏହି ସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର, ଜାଣନ୍ତୁ ଆଜି କେମିତି କଟିବ
Horoscope Today 28 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୨୮ ହେଉଛି ମଙ୍ଗଳବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
May 28,2024, 5:50 AM IST
chaturgrahi yog 2024
Chaturgrahi Yog 2024: ଚତୁଃଗ୍ରାହୀ ଯୋଗ ଆଣୁଛି ଶୁଭବେଳା, ଆସନ୍ତମାସରୁ ଏହି ସବୁ ରାଶି ହେବେ କୋଟ
Chaturgrahi Yog 2024: ବୁଧ ମେ ୩୧ ତାରିଖ ସକାଳ ୧୦ଟା ୯ ମିନିଟ୍ ସମୟରେ ବୃଷ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ସୂର୍ଯ୍ୟ-ଶୁକ୍ର-ବୃହସ୍ପତି ବିରାଜ ମାନ ଅଛନ୍ତି। ଗୋଟିଏ ରାଶିରେ ସୂର୍ଯ୍ୟ-ଶୁକ୍ର -ବୁଧ- ବୃହସ୍ପତିଙ୍କ ମିଳନ ଚତୁଃଗ୍ରାହୀ ଯୋଗ (Chaturgrahi Yog) ସୃଷ୍ଟି କରୁଛି। ଏହି ଚତୁଃଗ୍ରାହୀ ଯୋଗ ବିଶେଷକରି, ତିନି ରାଶିଙ୍କ ଭାଗ୍ୟ ବଦଳାଇବ ।
May 27,2024, 16:34 PM IST
Changes from 1st june 2024
Changes from 1st june 2024: ଜୁନ୍ ୧ ରୁ ବଦଳିବ ଏହି ସବୁ ନିୟମ, ଜାଣନ୍ତୁ ଲିଷ୍ଟରେ କ'ଣ କ'ଣ ଅଛ
Changes from 1st june 2024: ଆଉ ୪ ଦିନ ପରେ ଆରମ୍ଭ ହେବ ଜୁନ୍ ମାସ। ବର୍ଷର ଏହା ହେଇଛି ଷଷ୍ଠ ମାସ। ଆସନ୍ତା ମାସ ୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏହା ପରେ ଦେଶ ଓ ରାଜ୍ୟରେ ନୂଆ ସରକାର ଗଢାଯିବ। ଯାହା ଆସନ୍ତା ୫ ବର୍ଷ ପାଇଁ। ଏନେଇ ଆସନ୍ତା ମାସରେ ଆର୍ଥିକ ସ୍ଥିତିରେ କୌଣସି ସୁଧାର ଆସିପାରେ। ଯାହା ସାଧାରଣ ଲୋକଙ୍କ ପକେଟ୍ କୁ ପ୍ରଭାବିତ କରିବ। ତେବେ, ଆସନ୍ତୁ ଜାଣିବା ଆସନ୍ତା ଜୁନ୍ ରୁ କେଉଁ ସବୁ ନିୟମ ପରିବର୍ତ୍ତନ ହେବାକୁ ଯାଉଛି।
May 27,2024, 15:27 PM IST
Train cancelled
ବାତ୍ୟା 'ରେମାଲ୍' ପାଇଁ ବାତିଲ୍ ହେଲା ଏହି ସବୁ ଟ୍ରେନ୍, ଦେଖନ୍ତୁ ପୂରା ତାଲି
Indian Railways Cancel Trains for Cyclone Remal: ବାତ୍ୟା ରେମାଲ୍ ପାଇଁ ରେଳସେବା ଓ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି, କୋଲକାତା ବିମାନବନ୍ଦର ୨୬ ମେ ମଧ୍ୟାହ୍ନ ୧୨ ଟାରୁ ୨୭ ମେ ରାତି ୯ଟା ପର୍ଯ୍ୟନ୍ତ କିଛି ବିମାନ ସେବାକୁ ବାତିଲ୍ ହୋଇଛି। ସେହିପରି, ଭାରତୀୟ ରେଳବାଇ ମଧ୍ୟ ଅନେକ ଟ୍ରେନକୁ ବାତିଲ୍ କରିବା ସହ କିଛି ଟ୍ରେନର ଗତିପଥ ପରିବର୍ତ୍ତନ କରିଛି।
May 27,2024, 14:38 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.