'କ୍ୟାପଟେନ ମିଲର' ଦେଖିବା ପୂର୍ବରୁ ଦେଖିନିଅନ୍ତୁ ଧନୁଷଙ୍କ ଏହିସବୁ ଫିଲ୍ମ

Jan 12, 2024, 02:54 PM IST

Rashmita Sahoo

ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଧନୁଷଙ୍କ ଫିଲ୍ମ ସୁପରହିଟ୍ ଲିଷ୍ଟରେ ସର୍ବଦା ସ୍ଥାନ ପାଇଥାଏ

ତେବେ ଆଜି ବଡ଼ ପରଦାରେ ରିଲିଜ ହୋଇଛି ଫିଲ୍ମ  'କ୍ୟାପଟେନ ମିଲର'

୨୦୦୬ରେ ରିଲିଜ ହୋଇଥିବା ଫିଲ୍ମ Pudhu Pettai ଧନୁଷଙ୍କର ଏକ A କ୍ଲାସ ଫିଲ୍ମ, IMDB ରେଟିଂ ୮.୫

୨୦୧୯ରେ ରିଲିଜ ହୋଇଥିଲା ଫିଲ୍ମ Asuran,  IMDB ରେଟିଂ ୮.୪

୨୦୧୧ ରେ ରିଲିଜ ହୋଇଥିଲା ଫିଲ୍ମ Aadukalam, IMDB ରେଟିଂ ୮.୧ 

୨୦୨୧ ରେ ରିଲିଜ ହୋଇଥିଲା ଧନୁଷଙ୍କ ଫିଲ୍ମ Karnan, IMDB ରେଟିଂ ୮

ମଲ୍ଟିଷ୍ଟାରର ଫିଲ୍ମ Thiruchitrambalam ରିଲିଜ ହୋଇଥିଲା ୨୦୨୨ ରେ, IMDB ରେଟିଂ ୭.୯

୨୦୧୪ ରେ ରିଲିଜ ହୋଇଥିଲା ଫିଲ୍ମ Velaiyilla Pattathari, IMDB ରେଟି ୭.୮

୨୦୦୭ ରେ ରିଲିଜ ହୋଇଥିଲା Polladhavan, IMDB ରେଟିଂ ୭.୭

୨୦୧୩ ରେ ରିଲିଜ ହୋଇଥିଲା ବଲିଉଡ ଫିଲ୍ମ Raanjhanaa, IMDB ରେଟିଂ ୭.୬