Advertisement
Videos Details/odisha/zeeodisha2026899
Video ThumbnailPlay icon

Video: ରାସ୍ତା ଉପରେ ଅଭିନେତ୍ରୀ କ୍ରିଷ୍ଣାପ୍ରିୟାଙ୍କ ନୃତ୍ୟ, ଭାଇରାଲ୍ ହେଲା ଭିଡିଓ

Video: ଓଲିଉଡ ଅଭିନେତ୍ରୀ କ୍ରିଷ୍ଣାପ୍ରିୟା ଛୋଟରାୟଙ୍କୁ ଆପଣ ଅନେକ ସିନେମା ଓ ସିରିଏଲରେ ଦେଖିଛନ୍ତି । ନିଜର ନୃତ୍ୟ ଓ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଲଭ୍ ଷ୍ଟେଶନ ସିନେମାରେ ଟ୍ୱିଙ୍କିଲ୍ ଟ୍ୱିଙ୍କିଲ୍ ଲିଟିଲ୍ ଷ୍ଟାର୍ ଗୀତରେ ହ୍ୟାସ୍ୟ ଅଭିନେତା ପପୁ ପମ୍ପପମ୍ପଙ୍କ ସହିତ କ୍ରିଷ୍ଣାପ୍ରିୟାଙ୍କ ନୃତ୍ୟକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ । ତେବେ କ୍ରିଷ୍ଣା କେବଳ ସିନେମା କିମ୍ୱା ସିରିଏଲରେ ସୀମିତ ନରହି ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ଦର୍ଶକଙ୍କ ଭଲପାଇବା ସାଉଣ୍ଟୁଥିବା ଦେଖିବାକୁ ମିଳିଛି । ସେ ଅନେକ ରିଲ୍ସ ନିଜ ଇନଷ୍ଟାଗ୍ରାମରେ ଅପଲୋଡ କରିଥିବା ଦେଖିବାକୁ ମିଳିଛି ।

Mohan Ch Majhi: ଓଡ଼ିଶା ପାଇଲା ନୂଆ ମୁଖ୍ୟମନ୍ତ୍ରୀ, ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ
Play icon03:04
ସମ୍ପନ୍ନ ହେଲା ଦେବ ବିବାହ,ଆଜି ରାତି ରେ ମୁଖ୍ୟ ଶୋଭାଯାତ୍ରା...ଆସନ୍ତା କାଲି ଯୁଗଳ ଦର୍ଶନ କରିବେ ଭକ୍ତ...
Play icon03:52
Manmohan Samal: ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବ, ଶୁଣନ୍ତୁ କଣ କହୁଛନ୍ତି ମନମୋହନ ସାମଲ
Play icon02:54
Sri Mandira Door: ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ଚାରିଦ୍ୱାର, ହଟିଲା ଏସି ଟନେଲ
Play icon06:03
Suresh Pujari: 'ଖାଣ୍ଟି ୨୪ କ୍ୟାରେଟ ସୁନା ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ'
Play icon03:52
Viral Video: ବିଲେଇ ନା କଲରାପତରିଆ ବାଘ, ଭାଇରାଲ ହେଉଛି ଶପଥ ଗ୍ରହଣ ଉତ୍ସବର ଏହି ଭିଡିଓ
Play icon03:15
VK Pandian: କେତେ ସମ୍ପତ୍ତି ରଖିଛନ୍ତି ଭିକେ ପାଣ୍ଡିଆନ୍, ନିଜେ ଭିଡିଓ କରି କଲେ ସେୟାର
Play icon06:04
Fashion Show: ଗଙ୍ଗାଧର ମଣ୍ଡପରେ କିନ୍ନର ଫ୍ୟାଶନ ଶୋ, ଭାଗ ନେଲେ ୪୩ରୁ ଅଧିକ ପ୍ରତିଯୋଗୀ
Play icon06:38
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଓ ଦ୍ୱାରଫିଟା ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:26
Narendra Modi: ଦେଶର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦୀ
Play icon02:40
Prashant Jagdev: ଜେଲରୁ ମୁକୁଳିବା ପରେ ନବୀନ ଓ ପାଣ୍ଡିଆନଙ୍କ ଉପରେ ଜୋରଦାର ବର୍ଷିଲେ ପ୍ରଶାନ୍ତ ଜଗଦ୍ଦେବ
Play icon05:12
VK Pandian: କଥା ଦେଇ କଥା ରଖିଲେ, ରାଜନୀତିରୁ ପାଣ୍ଡିଆନ ସନ୍ନ୍ୟାସ ନେଲେ
Play icon04:35
Debrigarh Sanctuary: ଡେବ୍ରିଗଡ଼ ଅଭୟାରଣ୍ୟରେ ଓଡ଼ିଶାର ପ୍ରଥମ ମହିଳା ସଫାରୀ ଗାଡି ଚାଳକ ଓ ଗାଇଡ଼
Play icon04:09
Prashant Jagdev: 'ତାମିଲ ପ୍ରେମ ପାଇଁ ନବୀନଙ୍କ ଦେହରେ ଲାଗିବ ନିମକ ହାରାମ ଜାଗିର୍ ଟ୍ୟାଗ'
Play icon04:40
Mo Bus Accident: ମୋ ବସକୁ ଧକ୍କା ଦେଲା ଦୁଇଟି ଟ୍ରକ୍, ୧୬ ଯାତ୍ରୀ ଆହତ
Play icon00:39
ଏସି ବ୍ଲାଷ୍ଟ ପରେ ହୁତୁହୁତୁ ହୋଇ ଜଳିଲା Sheenbag Okhla ଅଞ୍ଚଳର ଏକ ହୋଟେଲ
Play icon00:51
VK Pandian: କର୍ମୀଙ୍କ ଘା'ରେ ଲୁଣ ମାରିଲେ ନବୀନ, କହିଲେ ପାଣ୍ଡିଆନ କରିଛନ୍ତି Excellent କାମ
Play icon03:23
Naveen Patnaik: 'ସତ୍ତାରେ ନରହିଲେ ବି ମୋ ସାଢେ ୪ କୋଟି ପରିବାରଙ୍କ ସେବା କରିବି'
Play icon00:53
Puri Temple: ରେଜଲ୍ଟ ଘୋଷଣା ପରେ ପୁରୀରେ ନବନିର୍ବାଚିତ ବିଧାୟକଙ୍କ ଗହଳି
Play icon07:35
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:41
ଆରମ୍ଭ ହେଲା ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ, କ୍ଲାସିକ୍ ଓଡ଼ିଆ ସିନେମା ଦେଖିବାକୁ ଦର୍ଶକଙ୍କ ଭିଡ଼
Play icon01:39
Pinky Pradhan: ପାଣ୍ଡିଆନଙ୍କୁ ଚାଲିଛି ଜୋରଦାର ଖୋଜା, ପିଙ୍କି ଲେଖିଲେ 'Kahan Ho Tum'
Play icon00:31
PM Modi: 'ପ୍ରଭୁ ଜଗନ୍ନାଥଙ୍କ ନାମ ନେଲେ ସବୁବେଳେ ଲାଗେ ୟେ ହେଉଛନ୍ତି ଗରିବଙ୍କ ଦେବତା'
Play icon03:04
Elephant Movement: ମୟୂରଭଞ୍ଜ କରଞ୍ଜିଆରେ ଜନବସତିକୁ ମାଡ଼ିଆସିଲେ ୨୭ ଟିକିଆ ହାତୀପଲ
Play icon01:06
Chirah Paswan: ଷ୍ଟେଜ ଉପରେ ମୋଦୀଙ୍କୁ କୁଣ୍ଢାଇ ପକେଇଲେ ଚିରାଗ ପାଶୱାନ
Play icon00:57
Prashant Jagdev: ଅନ୍ତରୀଣ ଜାମିନ୍ ପାଇଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
Play icon01:02
Sitalsasthi Patarpendi: ଶେଷ ହୋଇଛି ବାଲୁଙ୍କେଶ୍ୱର ବାବା ଙ୍କର କନ୍ୟା ଅନ୍ବେଷଣ ବା ପତରପେଣ୍ଡି ଉତ୍ସବ
Play icon06:44
NDA Meeting: ମୋଦୀ NDA ସଂସଦୀୟ ଦଳ ନେତା ନିର୍ବାଚିତ, ପ୍ରସ୍ତାବ ରଖିଥିଲେ ରାଜନାଥ
Play icon18:09
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:43
VK Pandian in Delhi: ଦିଲ୍ଲୀ ଗସ୍ତରେ ଅଛନ୍ତି ଭିକେ ପାଣ୍ଡିଆନ୍: ସସ୍ମିତ ପାତ୍ର
Play icon01:01