Advertisement
Videos Details/odisha/zeeodisha2159891
Video ThumbnailPlay icon

Weather Update: ତାତିରୁ ମିଳିବ ଟିକିଏ ତ୍ରାହି ! ଆସନ୍ତାକାଲିରୁ ସାରା ଓଡ଼ିଶାରେ ବର୍ଷା ସମ୍ଭାବନା

ରାଜ୍ୟରେ ପୁଣି ବଢିଲା ତାତି । ଶୁକ୍ରବାର ରାଜ୍ୟରେ ୩୯.୫ ଡିଗ୍ରୀ ସହ ବୌଦ୍ଧ ଥିଲା ସବୁଠାରୁ ଉତ୍ତପ୍ତ ସହର। ମାଲକାନଗିରିରେ ତାପମାତ୍ରା ୩୮.୮ ରହିଥିବା ବେଳେ ଝାରସୁଗୁଡ଼ାରେ ୩୮.୭ ରହିଥିଲା ପାରଦ। ରାଜ୍ୟର ପ୍ରାୟ ୩୯ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା।ସେପଟେ ତାତି ବଢିଥିଲେ ବି କାଳ ବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇଛି। ଗଂଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ସେହିପରି ୧୭ ତାରିଖରେ ସାରା ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
Odisha Election 2024: ବିଜୁ ଜନତା ଦଳର ନେତୃତ୍ୱ ଏବେ ନବୀନ ବାବୁଙ୍କ ହାତରେ ନାହିଁ: ଅନୁଭବ ମହାନ୍ତି, ଦେଖନ୍ତୁ ଏହି ଭିଡିଓ
Play icon02:30
Puri Explosion: ପୁରୀ ଚନ୍ଦନଯାତ୍ରା ଦୁର୍ଘଟଣା: ୩ ମୃତ, ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Play icon01:42
Odisha Election 2024: 'ଯେଉଁଠି ସବୁ କିଛି ଗ୍ୟାରେଣ୍ଟିର ଶେଷ ହୋଇଯାଏ, ସେଇଠୁ ହିଁ ମୋଦି ଗ୍ୟାରେଣ୍ଟି ଆରମ୍ଭ ହୁଏ'
Play icon01:52
ମୋଦିଙ୍କ ବୟାନ ଉପରେ ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Play icon02:38
Viral Video: ସୋସିଆଲ ମିଡିଆରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କର ଏହି ଭିଡିଓ...
Play icon00:54
CM Naveen Pattnaik: 'ବାହାରୁ ନେତା ଆସି ମୋତେ ପର୍ସନାଲ୍ ଆଟାକ୍ କରୁଛନ୍ତି, କଟୁ କଥା କହୁଛନ୍ତି, ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି'
Play icon02:43
CM Naveen Pattnaik: ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିଜେପି ନେତାମାନେ ଅଶାଳୀନ ଓ ଅଭଦ୍ର ଟିପ୍ପଣୀ କରୁଛନ୍ତି: ପାଣ୍ଡିଆନ
Play icon07:35
Himanta Biswa Sarma: '୨୫ ବର୍ଷର ଶାସନରେ ଅପରାଗ, ସ୍ଥାଣୁ ପାଲଟିଛି ବିଜେଡି ସରକାର'
Play icon03:12
VK Pandian Target BJP: 'ସଚ୍ଚୋଟ ଅଧିକାରୀଙ୍କ ବିରୋଧରେ କରାଯାଉଛି ଷଡଯନ୍ତ୍ର'
Play icon01:51
Bhaunri Yatra: ଆସନ୍ତାକାଲି ପବିତ୍ର ଭଉଁରୀ ଯାତ୍ରା, ଘୋଷଯାତ୍ରା ଲାଗି ରଥଚକ ଡେରା ନିତି ଅନୁଷ୍ଠିତ
Play icon01:24
Prasant Jagdev: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହେବା ଘଟଣାର ସିସିଟିଭି ଫୁଟେଜ ଭାଇରାଲ
Play icon01:23
VK Pandian: ୯ ଟି ପ୍ରସଙ୍ଗରେ ବିଜେପି କୁ ଟାର୍ଗେଟ କଲେ ବିଜେଡି ନେତା ଭିକେ ପାଣ୍ଡିଆନ
Play icon06:58
VK Pandian: ବିଜେଡିର ଗଡ଼ରେ ଚାଲିଛି ନିର୍ବାଚନ: ୯୦ ପ୍ରତିଶତ ଭୋଟ ପାଇବ ଦଳ
Play icon02:34
Shreyas Iyer: KKRର ସଫଳ ବିଜୟ ପରେ ଏୟାରପୋର୍ଟରେ ନଜର ଆସିଲେ ଶ୍ରେୟସ ଆୟର
Play icon01:06
Actress Rani Panda: ନୂଆ ଲୁକରେ ନଜର ଆସିଲେ ଅଭିନେତ୍ରୀ ରାଣୀ ପଣ୍ଡା, ଦେଖନ୍ତୁ ଏହି ଭିଡିଓ
Play icon01:21
Salman Khan: ଅନନ୍ତ-ରାଧିକା ଙ୍କ ପ୍ରି ୱେଡିଂରେ ସାମିଲ ହେବାକୁ ସ୍ପେନ ଗଲେ ସଲମାନ ଖାନ୍
Play icon01:08
Ratha Khala: ଚଳଚଞ୍ଚଳ ରଥଖଳା, ଭଉଁରୀରେ ଚକଡେରା ନିତି ପାଇଁ ଚାଲିଛି ପ୍ରସ୍ତୁତି
Play icon05:35
Viral Video: 'କୁହୁଡ଼ି' ଟିଜରକୁ ନେଇ ଏପରି ନିଆରା ଭିଡିଓ କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର,ଦେଖନ୍ତୁ ଏହି ଭିଡିଓ..
Play icon00:58
Rudra Maharathy: ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ଗାଡି ଉପରେ ଆକ୍ରମଣ
Play icon00:48
sidhant mohapatra: ପାଣ୍ଡିଆନଙ୍କ ଏହି ଭିଡିଓ ସେୟାର କରି ସିଦ୍ଧାନ୍ତ ଲେଖିଲେ Shame Shame Shame
Play icon01:21
Remal Cyclone: ଘୁ ଘୁ ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା ରେମାଲ୍, ସମୁଦ୍ରକୂଳରେ ସତର୍କତା
Play icon03:13
Varsha Priyadarshini: ଭାଷଣ ନୁହେଁ ମନର କଥା କହୁଛି କହିଲେ ବର୍ଷା, ଦେଖନ୍ତୁ ଏହି ଭିଡିଓ
Play icon01:16
Prasant Jagdev: BJP ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହେବା ପରେ SPଙ୍କ ପ୍ରତିକ୍ରିୟା
Play icon03:44
Smriti Irani: କୁଜଙ୍ଗରେ ଗର୍ଜିଲେ ସ୍ମୃତି ଇରାନୀ, ତାମିଲନାଡୁ ରିମୋଟରେ ନବୀନ କଣ୍ଟ୍ରୋଲ
Play icon03:32
ରିୟଲ ଲାଇଫରେ 'ଧୁମ୍' ଷ୍ଚାଇଲରେ ଚୋରି, ଏକ ଚଳନ୍ତା ଟ୍ରକରୁ ଲୁଟିଲେ ଚୋର, ଭିଡିଓ ଭାଇରାଲ୍
Play icon00:25
Sabyasachi Mishra: ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଲେ ଓଲିଉଡ ଅଭିନେତା ସବ୍ୟସାଚୀ
Play icon01:43
Sura Routray: ଭୋଟ ଦେଲେ, ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ପାଣ୍ଡିଆନଙ୍କୁ ପ୍ରଂଶସା କଲେ ସୁର
Play icon04:12
EVM ତ୍ରୁଟି ଯୋଗୁ ଚାପା ଉତ୍ତେଜନା, ପୋଲିଙ୍ଗ ଅଫିସରଙ୍କ ନାଁରେ ଅଭିଯୋଗ
Play icon01:23
Video: ପୁରୀ ସଦର ନିର୍ବାଚନ ମଣ୍ଡଳୀ ତଳଜଙ୍ଗରେ ଉତ୍ତେଜନା
Play icon00:33
ଚାଲିଚାଲି ଆସି ଭୋଟ ଦେଲେ ମୁଖ୍ୟମନ୍ତ୍ରୀ
Play icon02:29