Railway News: ଜରୁରୀ ସୂଚନା, ଏହି ଟ୍ରେନଗୁଡିକ ହେଲା ବାତିଲ
Advertisement
Article Detail0/zeeodisha/odisha2204068

Railway News: ଜରୁରୀ ସୂଚନା, ଏହି ଟ୍ରେନଗୁଡିକ ହେଲା ବାତିଲ

Railway News: ସମ୍ବଲପୁର ରେଳମଣ୍ଡଳ ଅଧିନରେ ବିଭିନ୍ନ ସ୍ଥାନରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ପାଇଁ ବିଭିନ୍ନ ରୁଟରେ ରେଳ ଚଳାଚଳକୁ ବାତିଲ କରାଯାଇଛି । ଏନେଇ ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୮ଟି ଟ୍ରେନକୁ ଭିନ୍ନ ଭିନ୍ନ ଦିନରେ ବାତିଲ କରାଯାଇଛି ।

ରାୟପୁର -ବିଶାଖାପଟ୍ଟନମ-ରାୟପୁର ପାସେଞ୍ଜର ଟ୍ରେନକୁ ୧୫ ଏପ୍ରିଲରୁ ୨୪ ଏପ୍ରିଲ ଯାଏଁ ଉଭୟ ପଟରୁ ବାତିଲ କରାଯାଇଛି । ଭବାନୀପାଟଣା-ବିଶାଖାପଟ୍ଟନମ ପାସେଂଜର ଟ୍ରେନକୁ  ୧୬ ଏପ୍ରିଲରୁ ୨୫ ଏପ୍ରିଲ ଯାଏଁ ବାତିଲ କରାଯାଇଛି । ବିଶାଖାପଟ୍ଟନମ -ଭବାନୀପାଟଣା ପାସେଞ୍ଜର ଟ୍ରେନକୁ ୧୫ ଏପ୍ରିଲରୁ ୨୪ ଏପ୍ରିଲ ଯାଏଁ ବାତିଲ କରାଯାଇଛି । ସମ୍ବଲପୁର-ଜୁନାଗଡ଼ ରୋଡ୍ ପାସେଞ୍ଜର ଟ୍ରେନକୁ ୧୫ ଏପ୍ରିଲରୁ ୨୪ ଏପ୍ରିଲ ଯାଏଁ ବାତିଲ କରାଯାଇଛି । ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜରକୁ ୧୬ ଏପ୍ରିଲରୁ ୨୫ ଏପ୍ରିଲ ଯାଏଁ ବାତିଲ କରାଯାଇଛି । ରାୟପୁର-ଜୁନାଗଡ଼ ରୋଡ୍ ପାସେଞ୍ଜର ଟ୍ରେନକୁ ୧୫ ଏପ୍ରିଲରୁ ୨୪ ଏପ୍ରିଲ ଯାଏଁ ବାତିଲ କରାଯାଇଛି । ଜୁନାଗଡ଼ ରୋଡ୍-ରାୟପୁର ପାସେଞ୍ଜର ଟ୍ରେନକୁ ୧୬ ଏପ୍ରିଲ ଠାରୁ ୨୫ ଏପ୍ରିଲ ଯାଏଁ ବାତିଲ କରାଯାଇଛି । ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ଏକ୍ସପ୍ରେସକୁ ଉଭୟପଟରୁ ୧୫ ଏପ୍ରିଲରୁ ୨୪ ଏପ୍ରିଲ ଯାଏଁ ବାତିଲ କରାଯାଇଛି ।

Also Read- Weather Update: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Also Read- ଚଇତି ପର୍ବ ପାଇଁ ଉଠୁଛି ପଡୁଛି ଘଟଗାଁ ଦାଣ୍ଡ, ମାଆ ତାରିଣୀଙ୍କ ପୀଠରେ ଭକ୍ତଙ୍କ ଭିଡ