Bus Accident: ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ଯାତ୍ରୀବାହୀ ବସ୍, ସମସ୍ତ ଯାତ୍ରୀ...
Advertisement
Article Detail0/zeeodisha/odisha2236577

Bus Accident: ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ଯାତ୍ରୀବାହୀ ବସ୍, ସମସ୍ତ ଯାତ୍ରୀ...

Bus Accident: ଅଶୁଭ ସୋମବାର। ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ୍। ସୋନପୁର–ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଖମ୍ବଶିରିପାଲି ନିକଟରେ ଘଟିଛି ଦୁର୍ଘଟଣା। ଭୁବନେଶ୍ୱରରୁ ପାଟଣାଗଡ ଯାଉଥିଲା ଘରୋଇ ବସ୍ । 

Bus Accident: ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ଯାତ୍ରୀବାହୀ ବସ୍, ସମସ୍ତ ଯାତ୍ରୀ...

Bus Accident: ଅଶୁଭ ସୋମବାର। ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ୍। ସୋନପୁର–ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଖମ୍ବଶିରିପାଲି ନିକଟରେ ଘଟିଛି ଦୁର୍ଘଟଣା। ଭୁବନେଶ୍ୱରରୁ ପାଟଣାଗଡ ଯାଉଥିଲା ଘରୋଇ ବସ୍ । ଏଥିରେ ୨ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି ପୋଲିସ୍। 

ALSO READ: Bus Accident: ବାଲେଶ୍ବରରେ ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ..

ସୂଚନା ଅନୁସାରେ,  ଆଜି ସକାଳେ ଏକ ଘରୋଇ ବସଟି ୪୦ ଜଣ ଯାତ୍ରୀଙ୍କୁ ନେଇ  ଭୁବନେଶ୍ୱରରୁ ପାଟଣାଗଡ ଅଭିମୁଖେ ଯାତ୍ରା କରୁଥିଲା। କିନ୍ତୁ ବସଟି ସୋନପୁର–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଖମ୍ବଶିରିପାଲି ନିକଟରେ ପହଞ୍ଚିଥିବା ସମୟରେ ଭାରାମାସ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ସୌଭାଗ୍ୟ ବସତଃ ଏଥିରେ ଥିବା ଯାତ୍ରୀଙ୍କର କୌଣସି କ୍ଷତି ହୋଇନ ଥିଲା। କିନ୍ତୁ ୪୦ ଜଣ ଯାତ୍ରୀଙ୍କ ଭିତରୁ ୨ ଜଣ ଆହତ ହୋଇଥିଲେ। ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛି। ଏବଂ ଏକ ମାମଲା ରୁଜୁ କରିବା  ସହିତ ଛାନଭିନ୍ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏ-ହି ଦୁର୍ଘଟଣା ଘଟିଲା ସେ-ନେଇ ଖୋଳତାଡ଼ ଆରମ୍ଭ କରିଛି।