Advertisement
Photo Details/zeeodisha/odisha2221493
photoDetails0hindi

General Knowledge: ୨ ନୁହେଁ ଏହି ଦେଶରେ ୩ ରେଳ ଧାରଣାରେ ଚାଲିଥାଏ ଟ୍ରେନ; ଜାଣନ୍ତୁ କାହିଁକି

Bangladesh Railway Track: ବିଶ୍ୱର ଯେଉଁ ସ୍ଥାନରେ ରେଳ ସେବା ଉପଲବ୍ଧ ରହିଛି ସେଠାରେ ସେଠାରେ ଟ୍ରେନ୍ ଦୁଇଟି ଧାରଣାରେ ଚାଲିଥାଏ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ବାଂଲାଦେଶ ଠାରେ ଏପରି ହୋଇନଥାଏ। ଏଠାରେ ଟ୍ରେନ୍ ଦୁଇଟି ଧାରଣାରେ ଚାଲେ ନାହିଁ।

 

1/5

ଆଜ୍ଞା ହଁ, ବାଂଲାଦେଶ ଠାରେ କୌଣସି ଟ୍ରେନ ଦୁଇଟି ନୁହେଁ ବରଂ ତିନୋଟି ରେଳ ଧାରଣାରେ ଯାତ୍ରା କରିଥାଏ। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ।  ହେଲେ ଏହା ସତ୍ୟ।

 

2/5

ବାଂଲାଦେଶ ଠାରେ ଟ୍ରେନ ଦୁଇଟି ନୁହେଁ ବରଂ  ତିନୋଟି ରେଳ ଧାରଣାରେ ଯାତ୍ରା କରିଥାଏ। ଏହି ଦେଶରେ ପୂର୍ବରୁ କେବଳ ମିଟର ଏବଂ ବ୍ରଡ ଗେଜ ଧାରଣାରେ ରେଳ ଚଳାଚଳ କରାଯାଉଥିଲା।

3/5

ମାତ୍ର ସମୟ ସହିତ, ପରିବର୍ତ୍ତିତ ହୋଇଥିଲା ବାଂଲାଦେଶ ରେଳବାଇ। ଏହି ଦେଶରେ ଟ୍ରେନ ସହ ରେଲୱେ ଟ୍ରାକ ମଧ୍ୟ ସମୟ ଅନୁସାରେ ବଦଳି ଯାଇଥିଲା। 

4/5

ଏଭଳି ପରିସ୍ଥିତିରେ ବାଂଲାଦେଶ ଠାରେ ପୁରୁଣା ରେଳ ଧାରଣାକୁ ପରିବର୍ତ୍ତନ କରିବା ଠିକ୍ ବିବେଚନା କରାଯାଇ ନଥିଲା। କାରଣ ଯଦି ରେଳ ଧାରଣା ପରିବର୍ତ୍ତନ କରାଯାଇଥାନ୍ତା ତାହେଲେ ଟ୍ରେନ ଇଞ୍ଜିନ ଠାରୁ ଆରମ୍ଭ କରି ଏହାର କୋଚ ପର୍ଯ୍ୟନ୍ତ ପରିବର୍ତ୍ତନ କରିବାକୁ ପଡି଼ଥାନ୍ତା।

5/5

ଯେଉଁ କାରଣରୁ ବାଂଲାଦେଶ ରେଳବାଇକୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାନ୍ତ। ଏଭଳି ପରିସ୍ଥିତିରେ ଦ୍ୱୈତ ଧାରଣାରେ (Dual Railway Track) ଦୁଇଟି ଭିନ୍ନ ଗେଜ୍ (Gauge in Railway) ଟ୍ରେନ୍  ସମାନ ଧାରଣାରେ ଚାଲିଥାଏ। ଏଠାରେ ତୃତୀୟ ଗେଜ୍ ସାଧାରଣ ରେଳ ଧାରଣା ଭାବେ ବ୍ୟବହୃତ ହୋଇଥାଏ। ଯାହାକୁ ବିଭିନ୍ନ ଗେଜ୍ ଟ୍ରେନ୍ ଚଳାଚଳ କରିବା ପାଇଁ ବ୍ୟବହାର କରାଯାଏ।