Lucky Zodiac Sign
Lucky Zodiac Sign: ଜୁନ ୦୨ରେ ସୌଭାଗ୍ୟ ଯୋଗର ଶୁଭ ସଂଯୋଗ, ୫ଟି ରାଶିଙ୍କ ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 2 June 2024: ଜୁନ୍ ୦୨ ରବିବାର ଦିନ ବୁଧ ବୃଷ ରାଶିରେ ରହିବେ । ସେଠାରେ ଶୁକ୍ର ଏବଂ ସୂର୍ଯ୍ୟ ପୂର୍ବରୁ ଉପସ୍ଥିତ ଅଛନ୍ତି । ମୀନ ପରେ ଚନ୍ଦ୍ର ମେଷ ରାଶିକୁ ସଞ୍ଚାର କରିବେ । ଏଥିସହ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷର ଏକାଦଶୀ ତିଥିରେ ଆୟୁଷ୍ମାନ ଯୋଗ, ସୌଭାଗ୍ୟ ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ ଏବଂ ରେବତୀ ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେବ ।
Jun 1,2024, 22:52 PM IST
top 10 news today
Top 10 News Today: ସରିଲା ନିର୍ବାଚନ ଏବେ ଫଳକୁ ଅପେକ୍ଷା, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Jun 1,2024, 22:08 PM IST
Health care
ବାସି ଭାତ ଖାଉଥିଲେ ସାବଧାନ! ହୋଇପାରେ ଏହି ସମସ୍ୟା
ବାସି ଖାଇବା ଦ୍ୱାରା ପେଟ ଏବଂ ହଜମ ସମସ୍ୟା ହୋଇପାରେ। ବାସ୍ତବରେ, ଜୀବାଣୁ ବାସି ଭାତରେ ବହୁତ ବୃଦ୍ଧି କରନ୍ତି, ଯାହା ପେଟ ସଂକ୍ରମଣର କାରଣ ହୋଇପାରେ। ଏହା ବ୍ୟତୀତ ପେଟ ଯନ୍ତ୍ରଣା, ଝାଡ଼ା, ବାନ୍ତି ଭଳି ସମସ୍ୟା ମଧ୍ୟ ହୋଇପାରେ।
Jun 1,2024, 20:57 PM IST
Manoj Mishra
କୋଶଲ ରାଜ୍ୟ ପାଇଁ ହରିଶଙ୍କରଙ୍କ ନିକଟରେ ଧ୍ୟାନ କଲେ ମନୋଜ ମିଶ୍ର
ମନୋଜ ମିଶ୍ର ପବିତ୍ର ସ୍ଥାନ ହରିଶଙ୍କର ବାବାଙ୍କ ପୀଠରେ ପହଞ୍ଚି ଧ୍ୟାନ କରିଛନ୍ତି ।
Jun 1,2024, 20:14 PM IST
east coast railway
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ତାଳଚେର ଅଞ୍ଚଳ ପରିଦର୍ଶନ
ତାଳଚେର କୋଇଲା କ୍ଷେତ୍ରକୁ ସଂଯୋଗ କରିବାପାଇଁ ଚାଲୁରହିଥିବା ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧରେ ଅବଗତ ହେବା ସହ ଖଣି ଏବଂ ଶିଳ୍ପ ସଂସ୍ଥା ଗୁଡିକ ପାଇଁ ଟ୍ରାଫିକ୍ ସୁବିଧା ଭିତ୍ତିଭୂମି ନିରୀକ୍ଷଣ କରିଛନ୍ତି ।
Jun 1,2024, 19:43 PM IST
exit poll 2024
୪୦୦+ ସ୍ୱପ୍ନ ଚୂରମାର କିନ୍ତୁ ଏନ୍ଡିଏ ପାଇବ ବହୁମତ !
ସର୍ବେକ୍ଷଣ ଅନୁସାରେ ବିଜେପିର ୪୦୦ ପାର୍ ସ୍ୱପ୍ନ ଚୂରମାର ହୋଇଛି। କୌଣସି ଏଜେନ୍ସୀ ବିଜେପି ମେଣ୍ଟକୁ ୪୦୦ ଆସନ ଦେଇ ନାହାନ୍ତି। କିନଦ୍ତୁ ବହୁମତରେ ରହିବ ବୋଲି ପୂର୍ବାନୁମାନ କରିଛନ୍ତି।
Jun 1,2024, 19:16 PM IST
crime news
Crime News: ଭୋଟ ଦେବା ହେଲା କାଳ, ସ୍ତ୍ରୀର ଜୀବନ ନେଲା ସ୍ୱାମୀ
ପୂର୍ବରୁ ପାରିବାରିକ କଳହ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ସମୟରେ ସ୍ତ୍ରୀ ରଶ୍ମିରେଖା ରାଗିଯାଇ ନିଜ ବାପ ଘରକୁ ଚାଲିଯାଇଥିଲେ । କିନ୍ତୁ ଆଜି ମତଦାନ କରିବାକୁ ନିଜ ସମ୍ପର୍କୀୟଙ୍କ ସହ ଗାଁକୁ ଆସିଥିଲେ ।
Jun 1,2024, 19:01 PM IST
Delhi weather
କାହିଁକି ଦିଲ୍ଲୀରେ ଏତେ ତାପମାତ୍ରା: ଜାଣନ୍ତୁ ପ୍ରକୃତ କାରଣ
Weather Update: ବିଶେଷଜ୍ଞମାନେ କହିଛନ୍ତି, ଯଦି ଏକ ଅଞ୍ଚଳରେ ଅଧିକ କଂକ୍ରିଟ କୋଠା, ରାସ୍ତା କିମ୍ବା ଫୁଟ୍ପାଥ ଥାଏ ତେବେ ସେଠାରେ ତାପମାତ୍ରା ନିଶ୍ଚିତ ଭାବରେ ଅଧିକ ରହିବ। କାରଣ କଂକ୍ରିଟ ବାୟୁ ଅପେକ୍ଷା ୨୦୦୦ଗୁଣ ଅଧିକ ଉତ୍ତାପ ଗ୍ରହଣ କରିଥାଏ ଏବଂ ତାପମାତ୍ରା ବଢ଼ାଇଥାଏ। ବଡ଼ ଅଟ୍ଟାଳିକା ମଧ୍ୟ ପବନକୁ ରୋକିଥାଏ, ଯାହା ଭୂପୃଷ୍ଠର ତାପମାତ୍ରାକୁ ବଢ଼ାଇଥାଏ।
Jun 1,2024, 18:24 PM IST
Budh Gochar 2024
Budh Gochar 2024: ବୃଷ ରାଶିରେ ବୁଧ ଚଳନ, ଜାଣନ୍ତୁ କାହାର ହେବ ଲାଭ ଏବଂ କିଏ ସହିବ କ୍ଷତି
Budh Gochar 2024: ବୁଧଙ୍କ ଚଳନ ପରେ ମୋଟ ୫ଟି ଗ୍ରହ ବର୍ତ୍ତମାନ ବୃଷ ରାଶିରେ ବିଦ୍ୟମାନ ଅଛନ୍ତି । ଏହାର ପ୍ରଭାବରୁ କେଉଁ ରାଶି ଉପକୃତ ହେବେ ଏବଂ କାହାକୁ ସାବଧାନ ରହିବାକୁ ପଡିବ ଆସନ୍ତୁ ଜାଣିବା ।
Jun 1,2024, 17:57 PM IST
india alliance meet
ଆଜି ସଂଧ୍ୟାରେ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ
ଏହି ମିଣ୍ଟିଂରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ ଅଧ୍ଯକ୍ଷତା କରିପାରନ୍ତି । ଏଥିସହ ଶରଦ ପାଓ୍ୱାର, ଫାରୁକ୍ ଅବଦୁଲ୍ଲା, ସୀତାରାମ ୟେଚୁରୀ, ତେଜସ୍ୱୀ ଯାଦବ, ଅଖିଳେଶ ଯାଦବଙ୍କ ଭଳି ବିଶିଷ୍ଟ ନେତୃବୃନଦ୍ଦ ଆଜି ଦିଲୀରେ ହାଜର ହୋଇଛନ୍ତି ।
Jun 1,2024, 16:29 PM IST
vastu tips
Vastu Tips: ବାସ୍ତୁ ନିୟମ ଅନୁସାରେ ଘରର ଏହି ଦିଗରେ ଟାଙ୍ଗନ୍ତୁନି କ୍ୟାଲେଣ୍ଡର
Vastu Tips: କ୍ୟାଲେଣ୍ଡରକୁ ଘରର ଉତ୍ତର, ପଶ୍ଚିମ କିମ୍ବା ପୂର୍ବ ଦିଗରେ ଟଙ୍ଗାଇବା ଉଚିତ। କ୍ୟାଲେଣ୍ଡର୍ର ପାଇଁ ପୃଷ୍ଠା ଗୁଡ଼ିକରେ ହିଂସ୍ର ପଶୁ କିମ୍ବା ଦୁଃଖୀ ଚେହେରାର ଫଟୋ ରହିବା ଭଲ ନୁହେଁ।
Jun 1,2024, 15:55 PM IST
election 2024
ସାଲେପୁର ମାଳଶାସନ ବୁଥରେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ, ଏଜେଣ୍ଟ ସମେତ ୩ଆହତ
ବୁଥ୍ କ୍ୟାପଚରିଂ କରିବାକୁ ବିରୋଧ କରିବାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
Jun 1,2024, 15:26 PM IST
Sunstroke
Sunstroke Treatment: ଅଂଶୁଘାତର ଘରୋଇ ଚିକିତ୍ସା
Sunstroke Treatment: ଯଦି ଆପଣ କିମ୍ବା ଆପଣଙ୍କ ନିକଟସ୍ଥଙ୍କୁ ହଠାତ୍ ଅତ୍ୟଧିକ ଝାଳ ବାହାରି ଜ୍ବର ହେଉଛି ଏହା ହିଟଷ୍ଟ୍ରୋକର ଲକ୍ଷଣ । ତତଲା କଡେଇରେ ଭାଜି ହେଉଛି ଦେଶର ଅଧିକାଂଶ ରାଜ୍ୟ ।
Jun 1,2024, 15:02 PM IST
puri news
ପୁରୀ ଭଉଁରୀଯାତ୍ରା ବାଣ ବିସ୍ଫୋରଣ: ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି
ଘଟଣାକୁ ନେଇ କିଛି ଆପତ୍ତି ଅଭିଯୋଗ ଥିଲେ ଅପରାହ୍ନ ୩ଟାରୁ ୭ ମଧ୍ୟରେ ପୁରୀ ସର୍କିଟ ହାଉସ ଠାରେ ଜନ ସାଧାରଣ ଦାଖଲ କରିବାକୁ ସୂଚନା ପ୍ରଦାନ କରିଛି।
Jun 1,2024, 14:36 PM IST
Lucky Zodiac Sign: ୦୧ ଜୁନରେ ଆୟୁଷ୍ମାନ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 1 June 2024: ଜ୍ୟୋତିର୍ବିଦ ସତ୍ୟବ୍ରତ ପାଢୀଙ୍କ ଅନୁଯାୟୀ ୦୧ ଜୁନ ଶନିବାର ଦିନ କେଉଁ ରାଶି ଭାଗ୍ୟରେ ଶୁଭଫଳ ଅଛି ଜାଣନ୍ତୁ ।
May 31,2024, 23:10 PM IST
Lucky Zodiac Sign: ୩୧ ମଇରେ ମାଳବ୍ୟ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 31 May 2024 : ମେ ୩୧ ତାରିଖ ଶୁକ୍ରବାର ଦିନ ଶୁକ୍ର ବୃଷ ରାଶିରେ ରହିବେ । ଫଳରେ ମାଳବ୍ୟ ରାଜଯୋଗ ସୃଷ୍ଟି ହେଉଛି । ଚନ୍ଦ୍ରମା କୁମ୍ଭ ପରେ ମୀନ ରାଶିରେ ବିଦ୍ୟମାନ କରିବେ । ଏଥିସହ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ଶୁକ୍ରାଦିତ୍ୟ ଯୋଗ, ପ୍ରୀତି ଯୋଗ ଏବଂ ଶତାଭିଶା ନକ୍ଷତ୍ରର ଏକ ଶୁଭ ହେବାକୁ ଯାଉଛି । ପ୍ରଭାବରୁ ଦିନଟିର ଗୁରୁତ୍ୱ ବଢିଛି ।
May 30,2024, 22:53 PM IST
Lucky Zodiac Sign: ୩୦ ମଇରେ ଗଜଲକ୍ଷ୍ମୀ ରାଜଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ
Top 5 Luckiest Zodiac Sign, 30 May 2024 : ମଇ ୩୦ ଗୁରୁବାର ଦିନ ବୃଷ ରାଶିରେ ବୃହସ୍ପତି ଏବଂ ଶୁକ୍ରଙ୍କ ମିଳନ ହେଉଛି । ଯେଉଁଥିପାଇଁ ଗଜଲକ୍ଷ୍ମୀ ରାଜଯୋଗ ଗଠନ ହେବ । କୁମ୍ଭ ରାଶିରେ ଚନ୍ଦ୍ରଙ୍କ ଅବସ୍ଥାନ ହେବ । ଯେଉଁଠାରେ ଶନିଦେବ ପୂର୍ବରୁ ଉପସ୍ଥିତ ଅଛନ୍ତି । ଏଥିସହ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷର ସପ୍ତମୀ ତିଥି ସହ ଗଜଲକ୍ଷ୍ମୀ ରାଜଯୋଗ ପଡୁଛି । ଏହି କାରଣରୁ ଦିନଟିର ଗୁରୁତ୍ୱ ବଢିଛି ।
May 29,2024, 23:05 PM IST
Agra News
ପୋଖରୀ ଖୋଳିବାବେଳେ ମିଳିଲା ଗୁପ୍ତଧନ, ଭର୍ତ୍ତି ଥିଲା ୫୦୦ ଟଙ୍କିଆ ନୋଟ୍
ପ୍ରବଳ ଗ୍ରୀଷ୍ମ ପ୍ରକୋପ କାରଣରୁ ମୋତି ସାଗର ପୋଖରୀ ଶୁଖିଯାଇଥିଲା । ଫଳରେ ପୋଖରୀକୁ ଗଭୀର କରିବା ପାଇଁ ଜେସିବି ସାହାଯ୍ୟରେ ଖୋଳାଯାଇ ପଙ୍କ କଢା ଯାଉଥିଲା । ଠିକ୍ ସେହି ସମୟରେ ମାଟି ତଳୁ ଏକ ପୁଟୁଳି ମିଳିଥିଲା ।
May 29,2024, 21:05 PM IST
Weather News
Weather Update: ୫୨ ଡିଗ୍ରୀ ତାତିରୁ ରାଜଧାନୀବାସୀଙ୍କୁ ମିଳିଲା ଆଶ୍ୱସ୍ତି, ଛେଚିଲା ବର୍ଷା
Delhi Weather Updates: ସନ୍ଧ୍ୟା ପୂର୍ବରୁ ଦିଲ୍ଲୀ ଏବଂ ନୋଏଡାରେ ପାଗରେ ପରିବର୍ତ୍ତନ ହୋଇଥିଲା । ପ୍ରବଳ ପବନ ସହିତ ବର୍ଷା ହେବା କାରଣରୁ ରାଜଧାନୀବାସୀଙ୍କୁ ଆରାମ ମିଳିଛି ।
May 29,2024, 19:07 PM IST
ATM Money
ପର ATMରୁ ୨୫ ହଜାର ଟଙ୍କା ଉଠାଇ ଘରକୁ ଆଣିଲା ପୁଅ, ପୋଲିସରେ ଦେଲେ ବାପା
ଯେତେବେଳେ ବାପା ତାଙ୍କ ପୁଅର ଏପରି କାମ ବିଷୟରେ ଜାଣିଲେ ସେତେବେଳେ ପ୍ରଥମେ ପୁଅକୁ ତାଗିଦ କରିଥିଲେ ଏବଂ ସଙ୍ଗେ ସଙ୍ଗେ ଉକ୍ତ ଟଙ୍କା ସହ ପୁଅକୁ ଧରି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଥାନାରେ ସମସ୍ତ ଘଟଣା ସମ୍ପର୍କରେ ଜଣାଇବା ସହ ଉକ୍ତ ଟଙ୍କାକୁ ଫେରସ୍ତ କରିଥିଲେ ।
May 29,2024, 18:29 PM IST
Guru Krittika Nakshatra Gochar
Guru Krittika Nakshatra Gochar: ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନରୁ ୩ ରାଶିକୁ ଆର୍ଥିକ ଲାଭ
Guru Krittika Nakshatra Gochar: ଆଜି ଅର୍ଥାତ୍ ୨୯ ମଇ ୨୦୨୪ରେ ସୂର୍ଯ୍ୟଙ୍କ ନକ୍ଷତ୍ର କୃତିକାର ଚତୁର୍ଥ ସ୍ଥାନରେ ବୃହସ୍ପତିଙ୍କ ଚଳନ ହେଉଛି । ଏହା ସମସ୍ତ ରାଶିର ବ୍ୟକ୍ତିଙ୍କୁ ପ୍ରଭାବିତ କରୁଥିବା ସମୟରେ ବିଶେଷ କରି ୩ଟି ରାଶିର ବ୍ୟକ୍ତି ଉପକୃତ ହେବେ । ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ଅନୁଯାୟୀ କେଉଁ ୩ଟି ରାଶିକୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ।
May 29,2024, 17:27 PM IST
ଆହୁରି ତିନି ଦିନ ତାତିରୁ ନାହିଁ ତ୍ରାହି, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭ
ବିଶେଷ କରି ପଶ୍ଚିମ ଓଡିଶା ପାଇଁ ଭୀଷଣ ଗ୍ରୀଷ୍ମ ପ୍ରବାହ ଚେତାବନୀ ଦିଆଯାଇଛି। ଏନେଇ ସତର୍କ କରାଇଛନ୍ତି ଏସଆରସି। ଆସନ୍ତା ୨ ଦିନରେ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି। ଫଳରେଅଂଶୁଘାତ ମୁକାବିଲା ପାଇଁ ସବୁ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯାଇଛି।
May 29,2024, 16:26 PM IST
Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର
Top 10 News Today: ଏପର୍ଯ୍ୟନ୍ତ ଘଟିଯାଇଥିବା ବଡ଼ ଖବର ଗୁଡିକ ସଂକ୍ଷପରେ ପଢିନିଅନ୍ତୁ ।
May 29,2024, 15:56 PM IST
Indian Army Bharti 2024
Indian Army Bharti 2024: ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ, ଦରମା ୬୧ ହଜାରରୁ ଅଧିକ
Indian Army Bharti 2024: ସେନାବାହିନୀରେ ଆଉ ଏକ ନିଯୁକ୍ତି ବାହାରିଛି । ସର୍ଟ ସର୍ଭିସ କମିଶନ ଅଫିସର ପଦବୀରେ ଭେଟନାରୀ ଗ୍ରାଜୁଏଟ୍ ନିଯୁକ୍ତି ପାଇଁ ସେନା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
May 29,2024, 15:11 PM IST
PM Narendra Modi
ବାରିପଦା ସଭାରେ ଲୋକଙ୍କୁ ଗ୍ୟାରେଣ୍ଟି ଦେଲେ ପିଏମ ମୋଦୀ
ବିଜେଡିର ୨୫ ବର୍ଷର ଶାସନରେ ଓଡ଼ିଶାବାସୀ ଫୁଲଷ୍ଟପ୍ ଲଗାଇବେ । ଜୁନ ୧୦ରେ ଓଡ଼ିଶା ମାଟିର ଓଡ଼ିଆ କହୁଥିବା ପୁଅ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
May 29,2024, 14:14 PM IST
Political News
ଦଳ ବିରୋଧୀ ଓ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ବିଜେପିରୁ ବହିଷ୍କୃତ ହେଲେ ହିମାଂଶୁ ସାହୁ
ଦଳ ବିରୋଧୀ ଓ ଅନୁଶାସନ ଭଙ୍ଗ ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ ଅନୁସାରେ ଦଳରୁ ଶ୍ରୀ ସାହୁଙ୍କୁ ବହିଷ୍କାର କରାଯାଇଛି।
May 29,2024, 13:40 PM IST
SCB Hospital
ଏସସିବି ବଡ଼ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟରେ ଯୋଡିହେବ ଅଣ୍ଡା ଓ ମାଛ ତରକାରୀ
ସରକାର ରୋଗୀଙ୍କ ପିଛା ନିର୍ଦ୍ଧାରିତ ଖାଦ୍ୟ ମୂଲ୍ୟ ବୃଦ୍ଧି କରିବାପରେ ଖାଦ୍ୟ ତାଲିକାରେ ଆମିଷ ଯୋଡ଼ି ହୋଇଛି। ଯାହା ରୋଗୀଙ୍କ ପାଇଁ ଖୁସି ଖବର। ରୋଗୀଙ୍କୁ ସପ୍ତାହକୁ ୩ଦିନ ଆମିଷ ଖାଦ୍ୟ ଦିଆଯିବ ବୋଲି ସୂଚନା ମିଳିଛି।
May 29,2024, 13:21 PM IST
Lucky Zodiac Sign: ୨୯ ମଇରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 29 May 2024: ମଇ ୨୯ ତାରିଖ ବୁଧବାର ଦିନ ଚନ୍ଦ୍ରମା ମକର ପରେ କୁମ୍ଭରେ ବିଦ୍ୟମାନ କରିବେ । ଏଥିସହ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷ ଷଷ୍ଠୀ ତିଥି ରହିଛି । ଏହି ଦିନ ରବି ଯୋଗ, ଆଇନ୍ଦ୍ର ଯୋଗ ଏବଂ ଶ୍ରବଣା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ଘଟୁଛି । ପ୍ରଭାବରେ ଦିନଟିର ଗୁରୁତ୍ୱ ବଢିବା ସହ କିଛି ରାଶି ପାଇଁ ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି ।
May 28,2024, 22:39 PM IST
CM Naveen Patnaik
ବିଜେପିକୁ କଡ଼ା ଭାଷାରେ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ, ଜାରିକଲେ ଭିଡିଓ ବାର୍ତ୍ତା
ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ କହିଛନ୍ତି, ‘ଭାରତୀୟ ଜନତା ପାର୍ଟି କର୍ଣ୍ଣାଟକାରେ ସରକାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହେଲେ। ତେଲେଙ୍ଗାନା ଓ ହିମାଚଳ ପ୍ରଦେଶରେ ବି ସମାନ ଫଳ ତାଙ୍କୁ ମିଳିଥିଲା। ମୁଁ ଭାବୁଛି ସେହି ଧାରା ଓଡ଼ିଶାରେ ବି ବଜାୟ ରହିବ’।
May 28,2024, 22:10 PM IST
Top 10 News Today: ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
May 28,2024, 21:58 PM IST
IPS Kutte suspended
ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ମାମଲା: ଆଇପିଏସ୍ କୁଟ୍ଟେ ନିଲମ୍ବିତ
ଶ୍ରୀ କୁଟ୍ଟେଙ୍କ ସହ ତାଙ୍କର ଅନ୍ୟତମ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ତଥା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଆଇଜି ଆଶୀଷ କୁମାର ସିଂହଙ୍କ ବିରୁଦ୍ଧରେ ମଧ୍ୟ ଖପ୍ପା ହୋଇଛନ୍ତି କମିଶନ।
May 28,2024, 21:36 PM IST
Bhaunri yatra
ରାତି ପାହିଲେ ଶ୍ରୀକ୍ଷେତ୍ରରେ ପାଳନ ହେବ ପବିତ୍ର ଭଉଁରୀ ଯାତ୍ରା
ତିନି ରଥର ଆଉ ଦୁଇଟି ଲେଖାଏଁ ଚକପାଇଁ ସିଙ୍ଗଡ଼ା କଟିଙ୍ଗ ହୋଇ ଅର ସାଲ ଶେଷ ହୋଇଛି।
May 28,2024, 20:33 PM IST
TV serial
ଜୀ ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ "ଭାଗ୍ୟରେଖା" ଏବେ ଏକ ନୂଆ ସମୟରେ
ପ୍ରଯୋଜକ ବିଜୟ ବାରିକଙ୍କ ସାନଭି ପ୍ରଡ଼କସନ ଦ୍ୱାରା ନିର୍ମାଣ ହୋଇଥିବା ବେଳେ ରେଖା ଭୂମିକାରେ ଚୁଲବୁଲି ନାୟିକା ସୁମନ ଏବଂ ନାୟକ ଭାଗ୍ୟ ଚରିତ୍ରରେ ଜୟଜିତ ଅଭିନୟ କରୁଛନ୍ତି ।
May 28,2024, 20:10 PM IST
Rashifal 29 May 2024
Rashifal 29 May 2024: ୨୯ ମଇରେ ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିର ଭାଗ୍ୟ
Rashifal 29 May 2024: ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ଠାରୁ ଗଣନା ଅନୁଯାୟୀ ବୁଧବାର ତଥା ୨୯ ମଇ ଆପଣଙ୍କ ପାଇଁ କେମିତି କଟିବ
May 28,2024, 19:28 PM IST
police action
ସୋସିଆଲ ମିଡିଆ ଅପବ୍ଯବହାରକୁ ନେଇ ପୁଲିସର କାର୍ଯ୍ୟାନୁଷ୍ଠାନ, ହଟିଲା ୪୨୦ଟି ଆପତ୍ତିଜନକ ପୋଷ୍ଟ
ଏହି ଘଟଣାରେ ପୁଲିସ ୫ଟି ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି। ଏଥିରେ ଆଇଟି ପ୍ରଫେସନାଲମାନେ ମଧ୍ୟ ପୁଲିସ ସହ ହାତ ମିଳାଇଛନ୍ତି। ଯାହାକି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଇନଷ୍ଟାଗ୍ରାମ୍, ୟୁଟ୍ୟୁବ୍ ଏବଂ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଆପତ୍ତିଜନକ ପୋଷ୍ଟ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
May 28,2024, 18:46 PM IST
Shukra Gocharm Fortune
Shukra Gochar: ଏହି ତାରିଖରୁ ଫିଟିବ ୫ ରାଶିର ଭାଗ୍ୟ, ଶୁକ୍ରଙ୍କ ପ୍ରଭାବରୁ ମିଳିବ ସୌଭାଗ୍ୟ
ମିଥୁନ ରାଶିରେ ଶୁକ୍ରଙ୍କ ଚଳନ ୧୨ ଜୁନ୍ ୨୦୨୪ ବୁଧବାର ସନ୍ଧ୍ୟା ୬.୩୭ ରେ ହେବାକୁ ଯାଉଛି । ଶୁକ୍ର ୨୪ ଦିନ ପର୍ଯ୍ୟନ୍ତ ଅର୍ଥାତ ୭ ଜୁଲାଇ ୨୦୨୪ ରବିବାର ପର୍ଯ୍ୟନ୍ତ ଏଠାରେ ରହିବେ । ଶକ୍ତିଶାଳୀ ଗ୍ରହ ଶୁକ୍ରଙ୍କ ପ୍ରଭାବରୁ କିଛି ରାଶିର ବ୍ୟକ୍ତିଙ୍କୁ ସୁଖ ଏବଂ ସମୃଦ୍ଧି ମିଳିବା ସହ ଜୀବନରେ ପରିବର୍ତ୍ତନ ହେବ ।
May 28,2024, 18:26 PM IST
pan aadhaar link
ଆପଣ ପାନ୍ କାର୍ଡ ସହ ଆଧାର ଲିଙ୍କ କରିନାହାନ୍ତି କି? ତାହାଲେ ଏତିକି ତାରିଖ ପୂର୍ବରୁ କରିଦିଅନ୍ତୁ..
ପାନ୍ କାର୍ଡ ସହ ଆଧାର ସଂଯୋଗ କରିବା ପାଇଁ ଇନକମ୍ ଟ୍ୟାକ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମେ ' ୩୧ ତାରିଖ ୨୦୨୪ ସୁଦ୍ଧା ପାନ୍ କାର୍ଡ ସହ ଆଧାର ସଂଯୋଗ କରିବାକୁ ସୂଚନା ଦିଆଯାଇଛି।
May 28,2024, 17:08 PM IST
Gurmeet Ram Rahim
ଆସିଲା ହତ୍ୟା ମାମଲାର ରାୟ, ଗୁରମିତ ରାମ ରହିମ ନିର୍ଦ୍ଦୋଷରେ ଖଲାସ୍
ଡେରା ମୁଖ୍ୟଙ୍କ ଓକିଲ ଜିତେନ୍ଦ୍ର ଖୁରାନା କହିଛନ୍ତି ଯେ, ରଣଜିତ ସିଂ ହତ୍ୟା ମାମଲାରେ ହାଇକୋର୍ଟ ତାଙ୍କୁ ଏବଂ ଅନ୍ୟ ଚାରିଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
May 28,2024, 16:43 PM IST
May 28,2024, 16:17 PM IST
Parmeshwar funkwal
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଗ୍ରହଣ କଲେ ପରମେଶ୍ୱର ଫୁଙ୍କୱାଲ
ଦୀର୍ଘ ଦଶନ୍ଧିର ଉଲ୍ଲେଖନୀୟ କ୍ୟାରିୟର ସହ ସେ ଡିଆରଏମ/ରାଜକୋଟ, ଏଡିଆରଏମ/ଅହମ୍ମଦାବାଦ, ଅଧ୍ୟକ୍ଷ/ଆରଆରବି ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ/ଆରଡିଏସଓ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଛନ୍ତି । ପୂର୍ବତଟ ରେଳପଥରେ ନିଯୁକ୍ତି ପାଇବା ପୂର୍ବରୁ ସେ ପଶ୍ଚିମ ରେଳବାଇ, ମୁମ୍ବାଇରେ ପ୍ରିନ୍ସିପାଲ୍ ଚିଫ୍ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ ।
May 28,2024, 15:54 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.