Panchayat 3 ର ପ୍ରତି ଏପିସୋଡ ପାଇଁ କିଏ ନେଇଛି କେତେ ଟଙ୍କା?

May 17, 2024, 04:18 PM IST

Rashmita Sahoo

ବହୁ ପ୍ରତିକ୍ଷିତ ୱେବ ସିରିଜ୍ ପଞ୍ଚାୟତ ଥ୍ରୀ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି

ପଞ୍ଚାୟତ ଥ୍ରୀ ଚଳିତ ମାସ ମେ ୨୮ ରେ ରିଲିଜ ହେବାକୁ ଯାଉଛି 

ତେବେ ଏହି ୱେବସିରିଜ୍ ପାଇଁ ବହୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ଦର୍ଶକ 

ପଞ୍ଚାୟତ ଥ୍ରୀ ର ସଚିବ ଅର୍ଥାତ୍ ଅଭିନେତା ଜିତେନ୍ଦ୍ର କୁମାର ପ୍ରତି ଏପିସୋଡ ପିଛା ୭୦ ହଜାର ଟଙ୍କା ଦାବି କରିଛନ୍ତି 

ସେହିପରି ପ୍ରଧାନଜୀ ଙ୍କ ପତ୍ନୀ ଅର୍ଥାତ୍ ଭେଟେରାନ ଅଭିନେତ୍ରୀ ନିନା ଗୁପ୍ତା ପ୍ରତି ଏପିସୋଡ ପିଛା ୫୦ ହଜାର ଚାର୍ଜ କରିଛନ୍ତି 

ସୋ ରେ ଚାର୍ ଚାନ୍ଦ ଲଗାଇଥିବା ଅଭିନେତା ରଘୁବୀର ଯାଦବ ପ୍ରତି ଏପିସୋଡ ପିଛା ୪୦ ହଜାର ନେଇଛନ୍ତି 

ଅନ୍ୟପଟେ ସଚିବଙ୍କ ସହାୟକ ଭାବେ କାମ କରୁଥିବା ବିକାଶ ଅର୍ଥାତ୍ ଅଭିନେତା ଚନ୍ଦନ ରାୟ ପ୍ରତି ଏପିସୋଡ ପାଇଁ ୨୦ ହଜାର ନେଇଛନ୍ତି 

ସେହିପରି ପଞ୍ଚାୟତ ସିରିଜ ର ଉପ ପ୍ରଧାନ ପ୍ରହଲ୍ଲାଦ ପାଣ୍ଡେ ଅର୍ଥାତ୍ ଅଭିନେତା ଫୈଜଲ ମଲ୍ଲିକ ପ୍ରତି ଏପିସୋଡ ପାଇଁ ୨୦ ହଜାର ନେଇଛନ୍ତି 

ଏହି ସୋ ର ଲିଡ୍ କ୍ୟାରେକ୍ଟର ଅର୍ଥାତ୍ ପ୍ରଧାନ ଜୀଙ୍କ ଝିଅ ରିଙ୍କି ଭୂମିକାରେ ଅଭିନୟ କରିଛନ୍ତି ଅଭିନେତ୍ରୀ ସାନଭିକା 

ଅଭିନେତ୍ରୀ ଜଣକ ପ୍ରତି ଏପିସୋଡ ପିଛା ୧୫ ହଜାର ଟଙ୍କା ଦାବି କରିଛନ୍ତି 

ତେବେ ଏହି ୱେବସିରିଜ ପାଇଁ ପାଖାପାଖି ୮୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି