Advertisement
Videos Details/odisha/zeeodisha2196821
Video ThumbnailPlay icon

Dharmendra Pradhan: ଖଟିଆରେ ବୁହା ହେଲେ ରୋଗୀ, ବିକାଶ କେଉଁଠି ବୋଲି ପ୍ରଶ୍ନ କରିଲେ ଧର୍ମେନ୍ଦ୍ର

ଖଟିଆ ରେ ବୁହା ହେଲେ ରୋଗୀ | ରାସ୍ତା ଖରାପ କାରଣରୁ ଯାଇ ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ | ୪୫ ମିନିଟ ଖଟିଆ ରେ ବୁହା ହେବା ପରେ ୧୦୮ ଆମ୍ବୁଲାନ୍ସ କୁ ଓ ପରେ ଡାକ୍ତରଖାନା କୁ ଆସିଲେ ରୋଗୀ | ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକ ଗଡ଼ଲୋଇସିଂ ପଂଚାୟତ ର ବେଲପାଣି ଗାଁ ରେ | ଗତକାଲି ସେହି ଗାଁ ର ଜଣେ ମହିଳା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରାଯାଇଥିଲା |ରାସ୍ତା ଖରାପ ରହିଥିବା କାରଣରୁ ଆମ୍ବୁଲାନ୍ସ ଟି ଅଧା ବାଟରେ ରହିଯାଇଥିଲା | ବାଧ୍ୟ ହୋଇ ଗ୍ରାମବାସୀ ରୋଗ ରେ ପୀଡିତ ମହିଳା ଙ୍କୁ ଖଟିଆ ରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ | ତା ପରେ ତାଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଥିଲା | ଏ ବାବଦ ରେ ଆଜି ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ | ଦେଶ ସ୍ୱାଧୀନ ହେବାର ୭୬ ବର୍ଷ ଓ ଓଡିଶା ଶାସନ କରୁଥିବା ବିଜେଡି ସରକାର ଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଲେ ଯେ ଯଦି ୨୫ ବର୍ଷ ଶାସନ ପରେ ମଧ୍ୟ ରାଜ୍ୟ ର ଏଭଳି ଅବସ୍ଥା ରହିଛି, ଖଟିଆ ରେ ବୁହା ହେଉଛନ୍ତି ରୋଗୀ |ତା ହେଲେ ବିକାଶ କେଉଁଠି ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର |
Chief Secretary: ଗ୍ରୀଷ୍ମପ୍ରବାହ ନେଇ ସତର୍କ କରାଇଲେ ମୁଖ୍ୟ ଶାସନ ସଚିବ
Play icon05:47
 Puri Srigundicha temple: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭୟଭଙ୍କର ଅଗ୍ନିକାଣ୍ଡ, ଦେଖନ୍ତୁ ଏହି ଭିଡିଓ
Play icon01:30
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon03:41
Sunstroke: ରାଉରକେଲାରେ ମୃତ୍ୟୁ ଆତଙ୍କ, ୨୪ ଘଣ୍ଟାରେ ଗଲାଣି ୧୬ ଜୀବନ !
Play icon02:51
Puri Cracker Blast: କାନ୍ଦବୋବାଳିରେ ଫାଟୁଛି ପୁରୀ, ବାଣ ବିସ୍ଫୋରଣ ଘଟଣାରେ ଏବେ ସୁଦ୍ଧା ୬ ମୃତ
Play icon05:28
VK Pandian: ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସାରି ପୁରୀରେ ପହଞ୍ଚିଲେ ଭିକେ ପାଣ୍ଡିଆନ
Play icon00:59
Virat Kohli: ବିଶ୍ୱକପ ପାଇଁ ବିରାଟ ଆମେରିକା ଗସ୍ତ କଲେ କୋହଲି, ବିମାନବନ୍ଦରରେ ଏପରି କରି ଜିତିଲେ ନିଜର ପ୍ରଶଂସକଙ୍କ ହୃଦୟ
Play icon00:16
Odisha Election 2024: ବିଜୁ ଜନତା ଦଳର ନେତୃତ୍ୱ ଏବେ ନବୀନ ବାବୁଙ୍କ ହାତରେ ନାହିଁ: ଅନୁଭବ ମହାନ୍ତି, ଦେଖନ୍ତୁ ଏହି ଭିଡିଓ
Play icon02:30
Puri Explosion: ପୁରୀ ଚନ୍ଦନଯାତ୍ରା ଦୁର୍ଘଟଣା: ୩ ମୃତ, ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Play icon01:42
Odisha Election 2024: 'ଯେଉଁଠି ସବୁ କିଛି ଗ୍ୟାରେଣ୍ଟିର ଶେଷ ହୋଇଯାଏ, ସେଇଠୁ ହିଁ ମୋଦି ଗ୍ୟାରେଣ୍ଟି ଆରମ୍ଭ ହୁଏ'
Play icon01:52
ମୋଦିଙ୍କ ବୟାନ ଉପରେ ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Play icon02:38
Viral Video: ସୋସିଆଲ ମିଡିଆରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କର ଏହି ଭିଡିଓ...
Play icon00:54
CM Naveen Pattnaik: 'ବାହାରୁ ନେତା ଆସି ମୋତେ ପର୍ସନାଲ୍ ଆଟାକ୍ କରୁଛନ୍ତି, କଟୁ କଥା କହୁଛନ୍ତି, ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି'
Play icon02:43
CM Naveen Pattnaik: ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିଜେପି ନେତାମାନେ ଅଶାଳୀନ ଓ ଅଭଦ୍ର ଟିପ୍ପଣୀ କରୁଛନ୍ତି: ପାଣ୍ଡିଆନ
Play icon07:35
Himanta Biswa Sarma: '୨୫ ବର୍ଷର ଶାସନରେ ଅପରାଗ, ସ୍ଥାଣୁ ପାଲଟିଛି ବିଜେଡି ସରକାର'
Play icon03:12
VK Pandian Target BJP: 'ସଚ୍ଚୋଟ ଅଧିକାରୀଙ୍କ ବିରୋଧରେ କରାଯାଉଛି ଷଡଯନ୍ତ୍ର'
Play icon01:51
Bhaunri Yatra: ଆସନ୍ତାକାଲି ପବିତ୍ର ଭଉଁରୀ ଯାତ୍ରା, ଘୋଷଯାତ୍ରା ଲାଗି ରଥଚକ ଡେରା ନିତି ଅନୁଷ୍ଠିତ
Play icon01:24
Prasant Jagdev: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହେବା ଘଟଣାର ସିସିଟିଭି ଫୁଟେଜ ଭାଇରାଲ
Play icon01:23
VK Pandian: ୯ ଟି ପ୍ରସଙ୍ଗରେ ବିଜେପି କୁ ଟାର୍ଗେଟ କଲେ ବିଜେଡି ନେତା ଭିକେ ପାଣ୍ଡିଆନ
Play icon06:58
VK Pandian: ବିଜେଡିର ଗଡ଼ରେ ଚାଲିଛି ନିର୍ବାଚନ: ୯୦ ପ୍ରତିଶତ ଭୋଟ ପାଇବ ଦଳ
Play icon02:34
Shreyas Iyer: KKRର ସଫଳ ବିଜୟ ପରେ ଏୟାରପୋର୍ଟରେ ନଜର ଆସିଲେ ଶ୍ରେୟସ ଆୟର
Play icon01:06
Actress Rani Panda: ନୂଆ ଲୁକରେ ନଜର ଆସିଲେ ଅଭିନେତ୍ରୀ ରାଣୀ ପଣ୍ଡା, ଦେଖନ୍ତୁ ଏହି ଭିଡିଓ
Play icon01:21
Salman Khan: ଅନନ୍ତ-ରାଧିକା ଙ୍କ ପ୍ରି ୱେଡିଂରେ ସାମିଲ ହେବାକୁ ସ୍ପେନ ଗଲେ ସଲମାନ ଖାନ୍
Play icon01:08
Ratha Khala: ଚଳଚଞ୍ଚଳ ରଥଖଳା, ଭଉଁରୀରେ ଚକଡେରା ନିତି ପାଇଁ ଚାଲିଛି ପ୍ରସ୍ତୁତି
Play icon05:35
Viral Video: 'କୁହୁଡ଼ି' ଟିଜରକୁ ନେଇ ଏପରି ନିଆରା ଭିଡିଓ କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର,ଦେଖନ୍ତୁ ଏହି ଭିଡିଓ..
Play icon00:58
Rudra Maharathy: ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ଗାଡି ଉପରେ ଆକ୍ରମଣ
Play icon00:48
sidhant mohapatra: ପାଣ୍ଡିଆନଙ୍କ ଏହି ଭିଡିଓ ସେୟାର କରି ସିଦ୍ଧାନ୍ତ ଲେଖିଲେ Shame Shame Shame
Play icon01:21
Remal Cyclone: ଘୁ ଘୁ ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା ରେମାଲ୍, ସମୁଦ୍ରକୂଳରେ ସତର୍କତା
Play icon03:13
Varsha Priyadarshini: ଭାଷଣ ନୁହେଁ ମନର କଥା କହୁଛି କହିଲେ ବର୍ଷା, ଦେଖନ୍ତୁ ଏହି ଭିଡିଓ
Play icon01:16
Prasant Jagdev: BJP ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହେବା ପରେ SPଙ୍କ ପ୍ରତିକ୍ରିୟା
Play icon03:44