BSNLର ଜବରଦସ୍ତ ପ୍ଲାନ୍, ମାତ୍ର ୩ଟଙ୍କା ଖର୍ଚ୍ଚରେ ଅନେକ ଲାଭ
Advertisement
Article Detail0/zeeodisha/odisha2234623

BSNLର ଜବରଦସ୍ତ ପ୍ଲାନ୍, ମାତ୍ର ୩ଟଙ୍କା ଖର୍ଚ୍ଚରେ ଅନେକ ଲାଭ

BSNL ଏକ ନୂଆ ରିଚାର୍ଜ ପ୍ଲାନ ଆଣିଛି ଯେଉଁଥିରେ କମ ଖର୍ଚ୍ଚରେ ଆପଣଙ୍କୁ ଅନେକ ସୁବିଧା ମିଳିବ । କହିବାକୁ ଗଲେ ମାତ୍ର ୩ ଟଙ୍କା ଖର୍ଚ୍ଚ କରି ଆପଣ ଏହି ସୁବିଧା ପାଇପାରିବେ । ପ୍ରତିଦିନ ୩ଟଙ୍କା ଖର୍ଚ୍ଚ କରି ଆପଣ କେଉଁସବୁ ସୁବିଧା ପାଇବେ ଆସନ୍ତୁ ଜାଣିବା ।

BSNLର ଜବରଦସ୍ତ ପ୍ଲାନ୍, ମାତ୍ର ୩ଟଙ୍କା ଖର୍ଚ୍ଚରେ ଅନେକ ଲାଭ

BSNL Recharge Plan: ବିଏସଏନଏଲ ଏକ ନୂଆ ରିଚାର୍ଜ ପ୍ଲାନ ଆଣିଛି ଯେଉଁଥିରେ କମ ଖର୍ଚ୍ଚରେ ଆପଣଙ୍କୁ ଅନେକ ସୁବିଧା ମିଳିବ । କହିବାକୁ ଗଲେ ମାତ୍ର ୩ ଟଙ୍କା ଖର୍ଚ୍ଚ କରି ଆପଣ ଏହି ସୁବିଧା ପାଇପାରିବେ । ପ୍ରତିଦିନ ୩ଟଙ୍କା ଖର୍ଚ୍ଚ କରି ଆପଣ କେଉଁସବୁ ସୁବିଧା ପାଇବେ ଆସନ୍ତୁ ଜାଣିବା ।

BSNLର ନୂଆ ପ୍ଲାନ୍ ଅନୁଯାୟୀ, ଆପଣ ୧୦୭ ଟଙ୍କାରେ ୩୫ ଦିନର ବୈଧତା ପାଇବେ । ଅର୍ଥାତ ଆପଣ ୩୫ ଦିନ ପର୍ଯ୍ୟନ୍ତ ସୁବିଧାର ଲାଭ ଉଠାଇପାରିବେ । ଏହି ପ୍ଲାନରେ ଆପଣଙ୍କୁ କେଉଁ ସବୁ ସୁବିଧା ମିଳୁଛି ଆସନ୍ତୁ ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଜାଣିବା ।

ଭାରତୀୟ ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ କମ୍ପାନୀ ତରଫରୁ ଗ୍ରାହକଙ୍କୁ ଅନେକ ରିଚାର୍ଜ ପ୍ଲାନ ଯୋଗାଇ ଦିଆଯାଉଛି । ଗ୍ରାହକମାନେ ନିଜର ଆବଶ୍ୟକତା ଏବଂ ସକ୍ଷମ ଅନୁଯାୟୀ ବିଭିନ୍ନ ରିଚାର୍ଜ ପ୍ଲାନର ଆନନ୍ଦ ନେଇଥାନ୍ତି । ତେବେ ଆମେ ଆପଣଙ୍କୁ ଆଜି ବିଏସଏନଏଲର ୧୦୭ ଟଙ୍କା ରିଚାର୍ଜ ପ୍ଲାନ ବିଷୟରେ କହୁଛୁ । ଯେଉଁଥିରେ ଆପଣ ସମସ୍ତେ ୩୫ ଦିନ ପର୍ଯ୍ୟନ୍ତ ଉତକୃଷ୍ଟ ସେବା ପାଇପାରିବେ । କମ ଖର୍ଚ୍ଚରେ ଅନେକ ବ୍ୟକ୍ତି ନିଜର ଆବଶ୍ୟକତାକୁ ପୂରଣ କରିପାରିବେ । ଏହି ପ୍ଲାନରେ ଆପଣଙ୍କୁ ପ୍ରତିଦିନ ୩ ଜିବି ଡାଟା ମିଳିବ । ଏହି ପ୍ଲାନରେ ଆଉ ଏକ ଭଲ କଥା ଏହା ଯେ, ଡାଟା ଶେଷ ହେବା ପରେ ମଧ୍ୟ ଆପଣ ମନ୍ଥର ଗତିରେ ଇଣ୍ଟରନେଟ୍ ଚଳାଇପାରିବେ । ଏଥିସହିତ ଏହି ରିଚାର୍ଜ ପ୍ଲାନରେ ଆପଣଙ୍କୁ ୨୦୦ ମିନିଟ ପର୍ଯ୍ୟନ୍ତ ଭଏସ କଲିଂ ସୁବିଧା ମିଳିବ । କେବଳ ସେତିକି ନୁହେଁ ଆପଣ ବିଏସଏନଏଲ ଟ୍ୟୁନ୍ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ । ଏତେ କମ ମୂଲ୍ୟର ରିଚାର୍ଜ କରିବା ପରେ ଆପଣ ନିଜ ସିମକୁ ସକ୍ରିୟ ରଖିବାରେ ସକ୍ଷମ ହୋଇପାରିବେ । କହିବାକୁ ଗଲେ ବିଏସଏନଏଲର ଏହି ରିଚାର୍ଜ ପ୍ଲାନ ଅନେକ ଗ୍ରାହକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ।

Also Read- ଓଡ଼ିଶା ବସ୍ ଆନ୍ଧ୍ରରେ ଅଟକ, ମିଳିଲା ୨.୪୦ କୋଟି ଟଙ୍କା

Also Read- ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ଦେଖନ୍ତୁ ଆଜିର ଝଲକ